Home Articles posted by odadmin (Page 976)
Odisha News
ଭୁବନେଶ୍ବର,୯/୨: ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦେଶକ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ। ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି। ଭାରତୀୟ Continue Reading
National News
NEW DELHI,FEB 9: Former Prime Ministers P. V. Narasimha Rao and Chaudhary Charan Singh, alongside agricultural scientist M. S. Swaminathan, will be honored with the prestigious Bharat Ratna posthumously, India’s highest civilian honour. Prime Minister Narendra Modi announced on Friday. The government had previously declared the highest civilian honour for L K Advani Continue Reading
Odisha News
ତେଲକୋଇ,୯/୨: ବିଜେଡିରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ପ୍ରେମାନନ୍ଦ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। Continue Reading
National News
HALDWANI, FEB 9: Four people are reported to be dead in the widespread violence over the demolition of an allegedly “illegal” madrasa and an adjoining mosque in Uttarakhand’s Haldwani. At least 250 are injured, according to media reports.A curfew was imposed after local residents set vehicles and a police station on fire and hurled stones, […]Continue Reading
Odisha News
ବଲାଙ୍ଗୀର, ୯/୨: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଇଛି ନିଜ ଜନ୍ମକଲା ମାଆ। ଅଭିଯୁକ୍ତ ହେଲେ ମୀନା ନାଗ(୩୮)। ଏହାପରେ ପରିବାରଲୋକେ ଶିଶୁକୁ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି।ମାଆ କାହିଁକି ଶିଶୁର ତଣ୍ଟି କାଟିଲା କାରଣ ଅସ୍ପଷ୍ଟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୨: ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ନେଚର କ୍ୟାମ୍ପ- ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ର ପ୍ରକୃତି ପରିବେଶ କୁ ଅତି ନିକଟରୁ ଜାଣିବା ପାଇଁ ଏକ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩୦ ଜଣ ଇକୋ କ୍ଲବ […]Continue Reading
Top Stories
By Ipsita Das Bhubaneswar : In a significant medical achievement, a 25-year-old woman has successfully recovered from a massive chest tumour at Kalinga Institute of Medical Sciences (KIMS) here. The patient, who had been suffering from chest pain, shortness of breath, and a persistent cough for two years, underwent a challenging surgery recently to remove […]Continue Reading
Top Stories
By Sukant Kumar Mohanty Bhubaneswar/Delhi,Feb.9 : In preparation for the success of the inaugural auction of Critical and Strategic Minerals, launched by Shri Pralhad Joshi, Hon’ble Union Minister of Parliamentary Affairs, Coal and Mines, on November 29, 2023, a roadshow was organized by the Ministry of Mines, Govt of India, for the regional engagement with […]Continue Reading
Feature
By Akshya Rout Balasore, Feb 8 :True love knows no reason, no boundaries, no distance, Love, they say, knows no boundaries and barriers. It can scale top hurdles and penetrate the strong walls to arrive at its destination. Love only speaks to heart and soul over caste, creed, colour and any community.  It is evident […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୮/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ଦୁଷ୍କର୍ମ ହୋଇଥିବା ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ବୁନୁ ଦିଗାଲ କୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ ସହିତ ୩ ହଜାର ୫୦୦ ଟଙ୍କା ଜରିମାନା ଶୁଣାଣି କରି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ […]Continue Reading