Marvelous performance, not preference helped Vaishnaw get BJD support By Sudam Patra Balasore, Feb. 14: The Bharatiya Janata Party (BJP on Wednesday sprang a surprise as it nominated Union railway minister Ashwini Vaishnaw as its candidate for the upcoming Rajya Sabha election in Odisha. What is more surprising is that the saffron party has once […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୪/୨:କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ଶ୍ରୀ ଶ୍ରୀ ଶ୍ରୀ ମା\’ସରସ୍ବତୀ ଦେବୀ ଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ୟ୍ୟକ୍ରମ Continue Reading
ABU DHABI, FEB 14: Prime Minister Narendra Modi on Wednesday inaugurated Abu Dhabi’s first Hindu stone temple amid devotional chants and in the presence of spiritual leaders of the Swaminarayan sect. Dressed in a light pink silk dhoti and kurta paired with a sleeveless jacket and stole, the prime minister participated in rituals of a […]Continue Reading
ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ୱର,୧୪/୨: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା’ ନାମକ ଏହି ଯୋଜନାରେ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରମାନେ ମାସକୁ ୨ରୁ ଅଢ଼େଇହଜାର ଟଙ୍କା ଲେଖାଏଁ ସହାୟତା ପାଇବେ। ଏବେ କେବଳ ବରିଷ୍ଠ ବୁଣାକାରଙ୍କ ମାସିକ ୫୦୦ଟଙ୍କା ଭତ୍ତା ମିଳୁଛି। ଯାହାକୁ ରାଜ୍ୟ ସରକାର ଏବେ Continue Reading
ଭୁବନେଶ୍ୱର, ୧୪/୨ : ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ‘ଚନ୍ଦନ’ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏନଏଚ୍ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍ରେ ୪୦ରୁ ଅଧିକ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଆହତଙ୍କମାନଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସ୍ଥାନୀୟ ଲୋକଙ୍କ Continue Reading
ଭୁବନେଶ୍ବର, ୧୪/୨: କଳାକାରଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାକାରଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।ଏହି ଯୋଜନାରେ ହିତାଧିକାରୀମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ପାଇବେ। ୮୦ ବର୍ଷରୁ ଅଧିକ ବୟସର କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକୃତ ହେବେ।ପୂର୍ବରୁ ଏହି ଯୋଜନାରେ ୫୦,୦୦୦ କଳାକାରମାନଙ୍କୁ ମାସିକ ୧୨୦୦ Continue Reading
ନୂଆଦିଲ୍ଲୀ,୧୪/୨ :ଏଥର କୁର୍ତ୍ତା ପାଇଜାମା ଓ କୁର୍ତ୍ତା ଚୁଡିଦାର ପିନ୍ଧିବେ ଭାରତୀୟ ନୌସେନା। ଭାରତୀୟ ନୌସେନାର ଅଫିସର୍ସ ମେସ୍ରେ ନୂଆ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ଖୁବଶୀଘ୍ର ଭାରତୀୟ ନୌସେନାର କର୍ମଚାରୀମାନେ ମଧ୍ୟ ବେଡ୍ରୁମ୍ ଓ ଅଫିସର୍ସ ମେସ୍(ରେଷ୍ଟୁରାଣ୍ଟ)ରେ ପାରମ୍ପରିକ ପୋଷାକରେ ନଜର ଆସିବେ। ଏଥିପାଇଁ ମଞ୍ଜୁରୀ ମିଳିଛି।ଭାରତୀୟ ସଂସ୍କଢତିକୁ ଧ୍ୟାନରେ ରଖି ଏହି ଡ୍ରେସ୍କୁ ନୌସେନାରେ ସାମିଲ କରାଯାଇଛି। ଡ୍ରେସ୍ କୋଡ୍ରେ କୁର୍ତ୍ତା, ପାଇଜାମା ଓ Continue Reading
ବ୍ରହ୍ମପୁର,୧୪/୨: ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ଼ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି। ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ Continue Reading
NEW DELHI,FEB 14: Former Congress President Sonia Gandhi has submitted her nomination for the Rajya Sabha seat from Rajasthan. Accompanied by senior Congress leaders, she arrived at the Rajasthan Assembly at around noon on Wednesday. Present during her nomination were also Rahul and Priyanka Gandhi. The formal announcement of Sonia’s candidacy was made by the […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୨: ଆଇନସେବା ପ୍ରାଧିକରଣ ବୌଦ୍ଧ ଅଫିସ ଦ୍ୱାରା ରାମାୟଣ ମଣ୍ଡମ, ମର୍ଯ୍ୟାଦାପୁର ଖୁଣ୍ଟ ବନ୍ଧ.ବୌଦ୍ଧଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚୀବ ଶ୍ରୀମତି ସାସ୍ୱତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରି ସାହୁ Continue Reading




