କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୩: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ଜିଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରି ଜିଲ୍ଲାରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ବ୍ୟାପକ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି ।ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଲିନ ଭିତିରେ ମରାମତି କରିବା ସହ ଆବଶ୍ୟକସ୍ଥଳେ Continue Reading
ଭୁବନେଶ୍ୱର,୧/୩: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍ଲାଇନ ଜାରି କରିଛି। ଅତ୍ୟଧିକ ଖରା ହେବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚେତନତା ମୂଳକ ପଦକ୍ଷେପ ନେଇଛି।ପ୍ରତ୍ୟେକ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ପାଇଁ କର୍ତ୍ତୃପକ୍ଷ ପିଇବା ପାଣି ବ୍ୟବସ୍ଥା କରିବେ ।ଆବଶ୍ୟକ ସ୍ଥଳେ ଓଆରଏସ୍ ବ୍ୟବସ୍ଥା କରିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର୍ କାର୍ଯ୍ୟକ୍ରମ Continue Reading
ଭୁବନେଶ୍ୱର, ୧/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍ରାଓ ଆମ୍ବେଦକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ।ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ Continue Reading
By Our Correspondence BHUBANESWAR, MAR 1 : Union Minister of Education and Skill Development & Entrepreneurship, Shri Dharmendra Pradhan, launched Project ODISERV today in Sambalpur to prepare young graduates of Odisha for employment opportunities in the financial services sector. While speaking at the event, Shri Pradhan said that the Project ODISERV will empower the Continue Reading
By Payal Sinha Bhubaneswar, March 1: Leading steelmaker Jindal Steel & Power (JSP) has been recognised with the prestigious Social Impact Award 2024 in the category of Best Sports Welfare Initiative of the Year. Shri Sandeep Malhotra, IPS, ACP Cyber Cell, Crime Branch, Delhi, presented the award last week. On behalf of JSP, its Group […]Continue Reading
By Alisha Sahoo Bhubaneswar : The first-ever CSR Conclave organized by the CSR Cell of Indian Institute of Technology (IIT) Bhubaneswar today, has deliberations on the Collaborative approach of Corporate Social Responsibility. Speakers and participants across industry, NGOs, academia, and government agencies had detailed discussions around the theme of ‘Uniting for a Continue Reading
By Our Correspondent Bhubaneswar, March 1 :JSW Steel Ltd (Odisha Mines Division) has won multiple prestigious awards in different categories during the final day function and award ceremony of the 25th Mines Environment and Mineral Conservation Week 2023-24. The MEMC event was held under the aegis of the Indian Bureau of Mines (IBM), Bhubaneswar. JSW’s […]Continue Reading
ଢେଙ୍କାନାଳ, ୧/୩ : କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା। ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ମଙ୍ଗଳପୁର ମଜୁରୀଛକ ନିକଟସ୍ଥ ବୁଦା ଭିତରୁ ଆଜି ଜଣେ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି ।ମୃତ ଛାତ୍ରୀ ଜଣକ ହେଉଛନ୍ତି ମଙ୍ଗଳପୁର ମଜୁରୀ ଛକ ଅଞ୍ଚଳର ଜସ୍ମିନ ସାହୁ। ଜସ୍ମିନ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ ଥିଲେ । ଜସ୍ମିନ ଗତକାଲି ଦିନ ୨ଟା ସମୟରେ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଇଥିଲେ।ସେଠାରୁ Continue Reading
ଭୁବନେଶ୍ୱର,୧/୩: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍ କ୍ୟାଡର ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ୟ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲ’ ଅଫିସରଙ୍କ ଦରମା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟରମାନେ ଦୈନିକ ଫି’ ବାବଦରେ Continue Reading
18th Foundation of Muniguda Press Club held with much gaiety By Pramod Kumar Sahukar ମୁନିଗୁଡ଼ା,୧/୩: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପ କାର୍ଯ୍ୟାଳୟ ପରିସରରେ ମୁନିଗୁଡ଼ା ପ୍ରେସକ୍ଳବ ତରଫରୁ ୧୮ତମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ପ୍ରେସକ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଲାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ Continue Reading




