Home Articles posted by odadmin (Page 94)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୧ /୬ : ଆସନ, ପ୍ରାଣାୟମ ଏବଂ ଧ୍ୟାନ ହେଉଛି ଯୋଗର ମୂଳଦୁଆ। ଯୋଗ କରିବା ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସ୍ପଷ୍ଟତା ଏବଂ ଭାବନାତ୍ମକ ସନ୍ତୁଳନକୁ ବୃଦ୍ଧି କରିଥାଏ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଓ ବୟସର ଉର୍ଦ୍ଧ୍ୱରେ ଉଠି ଯୋଗକୁ ସମସ୍ତଙ୍କ ଦୈନନ୍ଦିନ ଜୀବନର ଅଂଶ କରିବା ଆବଶ୍ୟକ। ଯୋଗ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମନକୁ ଶାନ୍ତ ଓ ଚିନ୍ତାଧାରାକୁ ସକାରାତ୍ମକ କରିଥାଏ।”ଏହା […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବୌଦ୍ଧ, ୨୧/୬ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ।ସାରା ବିଶ୍ୱ ଏହି ଯୋଗ ଦିବସ କୁ ପାଳନ କରୁଥିବା ବେଳେ ବୌଦ୍ଧ ଠାରେ ଡିଭାଇନ ଲାଇଫ ସୋସାଇଟୀ ଉତ୍ସାହର ସହ ଯୋଗ ଦିବସ କୁ ପାଳନ କରିଥିଲେ।ଡିଭାଇନ ଲାଇଫ ସୋସାଇଟୀ ପାଳନ କରୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ଅଭ୍ୟୁଦୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରିଥିଲେ।ବର୍ତ୍ତମାନ ଯୁବ ଗୋଷ୍ଠୀ ଅସତ୍ ସଙ୍ଗ ରେ ପଡି ନିଶା ଦ୍ରବ୍ୟ ବ୍ୟବହାର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬ : ଆଜି ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ପୁରାତନ ଜେଲ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଆନ୍ତର୍ଜାତିକ ଯୋଗ ଦିବସରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ ଅଧକ୍ଷତା କରିଥିଲେ।ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, Continue Reading
Odisha News
ଭୁବନେଶ୍ୱର, ୨୧/୬: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଥିବା ସେହି ସେଞ୍ଚୁରୀର ସବୁଠାରୁ ସମ୍ବେଦନଶୀଳ ଭିଡ଼ ହିଂସା ମାମଲାରେ ଏବେ ପୋଲିସ ମୁଖ୍ୟାଳୟ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏହି ମାମଲାକୁ \’ରେଡ୍ ଫ୍ଲାଗ୍\’ ଶ୍ରେଣୀଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ସ୍ୱତନ୍ତ୍ର ତଦନ୍ତ ପାଇଁ ମଧ୍ୟ ବଡ଼ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୧/୬ : ଉତ୍କଳ ମହିଳା ବିକାଶ ପରିଷଦ,ପାତାଞଳୀ ଯୋଗ ପୀଠ,ମାଲପଡ଼ା ରାମସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଚଳିତ ବର୍ଷର ଥିମ “ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ\” କୁ ଆଧାର କରି ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ-ଯୁବତୀ ଓ Continue Reading
Top Stories
By Manoj Das Pahadpur (Odisha), June 20: Prime Minister Narendra Modi on Saturday joined President Droupadi Murmu in celebrating her 68th birthday at her native village Pahadpur in Odisha’s Mayurbhanj district, describing her remarkable journey from a remote tribal village to the Rashtrapati Bhavan as an inspiration for millions across the country. The Prime Continue Reading
National News
NEW DELHI, JUNE 20 : The Centre has prohibited the manufacture, sale and distribution of 16 fixed-dose combination (FDC) drugs, saying they lack “therapeutic justification” and their continued use was not considered beneficial in relation to the potential risks involved. The move, the Union Health Ministry said, was to safeguard public health and promote Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୬ : ଶିଶୁ ଏବଂ କିଶୋର ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ସୁରକ୍ଷା ସମ୍ପର୍କରେ ସମସ୍ତ ସଂପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ Continue Reading
Odisha News
ବାରିପଦା/ଓଡ଼ିଶା,୨୦/୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ନିଜ ଶାଶୁଘର ଗାଁ ମୟୂରଭଞ୍ଜ ଜିଲାର ପାହାଡ଼ପୁର ଅଛନ୍ତି। ଏଠାରେ ଆଜି ଆସି ମଧ୍ୟ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋ ଗାଁ ପାହାଡ଼ପୁର, ରାଇରଙ୍ଗପୁର ଆସିଥିବାରୁ କୃତଜ୍ଞତା ଜଣାଉଛି। ଦେଶ ପ୍ରତି ତାଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ମଧ୍ୟ ଜଣାଉଛି। ଆଜି ଓଡ଼ିଶା ପାଇଁ ଅନେକ Continue Reading