ଭୁବନେଶ୍ୱର, ୨୦/୧୧: ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ନ ମିଳିବା ଘଟଣାରେ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ। ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।ଗତ ଜୁନ୍ ମାସରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ ଡିଇଓ ମାନଙ୍କୁ ଚିଠି ହୋଇଥିଲା। ଜୁଲାଇ ୧୫ Continue Reading
By Subrat Sarangi Bhubaneswar, Nov.19 : Aditya Aluminium, a unit of Aditya Birla Group’s Hindalco Industries Limited, is fostering sustainable livelihoods and environmental stewardship through Project Basketry — a distinctive initiative launched under its Corporate Social Responsibility (CSR) program, implemented in collaboration with the NGO Uphold Earth. The project Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷ ର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଅକାଳରେ ଜୀବନ ଚାଲିଯାଇଛି।ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ। ସବୁଦିନ ଭଳିସେ ମଙ୍ଗଳବାର ମଧ୍ୟ ଅଙ୍ଗନାୱାଡି ପାଠ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧୧ : (ମଙ୍ଗଳବାର) ସକାଳ ଘ ୮.୩୦ ମିନିଟ ସମୟରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜ଼ିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ତ ମାଇଁ ଭାରତ ଆନୁକୂଲ୍ୟରେ ଆୟୋଜିତ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୯/୧୧ : ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପଳାସପୁର ଦଳ ମେଣ୍ଢାଶାଳକୁ ୫ ୱକେଟରେ ପରାସ୍ତ କରିଛି ।ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରି ବିଷ୍ଣୁ ମହାପାତ୍ରଙ୍କ ୩୮ ରନ ସହାୟତାରେ ୧୬ ଓଭରରେ ୧୪୧ ରନ ସଂଗ୍ରହ କରିଥିଲେ। ଜବାବରେ ପଳାସପୁର ଦଳ ସୋମନାଥ ପ୍ରଧାନ ଙ୍କ ୪୩ ରନ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୯/୧୧ : ଜିଲ୍ଲାସ୍ତରୀୟ ୨୧ତମ ପି .ଏମ. କିଷାନ ଦିବସର ସିଧା ପ୍ରସାରଣ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କୋଏମ୍ବାଟୁର, ତାମିଲନାଡୁ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ମାଧ୍ୟମରେ ଚାଷୀମାନଙ୍କୁ ପ୍ରାକୃତିକ କୃଷି ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।ଉକ୍ତ Continue Reading
PATNA, NOV 19 : Nitish Kumar was on Wednesday unanimously elected as leader of the National Democratic Alliance (NDA) legislature party, paving the way for him to take oath as Bihar chief minister for a record tenth time at Patna’s historic Gandhi Maidan on Thursday. He will soon move to Raj Bhavan to tender his […]Continue Reading
ଭୁବନେଶ୍ୱର, ୧୯/ ୧୧: ଲୋକସେବା ଭବନରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ବା ପ୍ରାଇଡ୍ ପକ୍ଷରୁ ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ସାକ୍ଷାତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ Continue Reading
ଭୁବନେଶ୍ୱର , ୧୯/୧୧ : ଏଣିକି ଯାହାର ସାପ କାମୁଡ଼ାରେ ମୃତ୍ୟୁ ହେବ ତାଙ୍କୁ ସରକାରୀ ସହାୟତା ଭାବରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ରାଜସ୍ୱ ମନ୍ତ୍ରୀଙ୍କ କହିବା ମୁତାବକ, ବର୍ତ୍ତମାନ ସାପ କାମୁଡ଼ା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଛି । ମାତ୍ର ସୁପ୍ରିମକୋର୍ଟ ଏହି ଅର୍ଥରାଶିକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସାପ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ- ୨୦୨୫ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ କାଉନସିଲର ଅଜୟ ଦିଗାଲ ,ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର ଯୋଗଦେଇ ଶୁଭାରମ୍ଭ କରିଥିଲେ ।ବ୍ଳକର ସମସ୍ତ ୧୪ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ଶତାଧିକ Continue Reading




