ବ୍ରହ୍ମପୁର, ୬/୪: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବାର ୨ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ଦୁଇଜଣଙ୍କର Continue Reading
ଯାଜପୁର, ୬/୪ : ଆଜି ବାରୁଣି ସ୍ନାନ। ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ରହିଛି। ସକାଳ ୬.୦୯ ଠାରୁ ଦିନ ୧୨.୫୭ ମିନିଟ ଯାଏ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ […]Continue Reading
BY AKSHYA ROUT MInster & BJD MLA from Sukinda Pritiranjan Ghadei hosting an Iftar Party at Danagadi In Jajpur District on Friday.Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୫/୪ : ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି ।ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଶୀର୍ଷ ଚାହିଦା ୧୩୯୩ ମେଗାୱାଟ୍ ହେବା ନେଇ ଟିପିଏନଓଡିଏଲ ଆକଳନ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛି।ମିଳିଥିବା ସୂଚନା ମୁତାବକ ୩୩ କେଭି, ୧୧ କେଭି ତାର, Continue Reading
ଭୁବନେଶ୍ବର, ୫/୪: ବିଜେଡି ଆଜି ନିଜର ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମୋଟ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।ଏଥିରେ ଦଳ ୩ ଜଣ ବିଧାୟକଙ୍କୁ ରିପିଟ୍ କରିଥିବା ବେଳେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଆଜିର ପ୍ରାର୍ଥୀଙ୍କୁ ମିଶାଇଲେ ଦଳ ଏପର୍ଯ୍ୟନ୍ତ ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ।ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ସାଲେପୁରରୁ ପ୍ରଶାନ୍ତ ବେହେରା,ରାଉରକେଲାରୁ ସାରଦା ପ୍ରସାଦ ନାୟକ ଓ Continue Reading
NEW DELHI, APR 5: The Supreme Court on Friday imposed an interim stay on an order of the Allahabad High Court that declared the Uttar Pradesh Board of Madarsa Education Act, 2004, “unconstitutional” and violative of the principle of secularism. A three-judge bench headed by Chief Justice D Y Chandrachud issued notices to the Centre, […]Continue Reading
NEW DELHI, APR 5: Right to apprenticeship, a legal guarantee for MSP, and passing a constitutional amendment to raise the 50 per cent cap on reservations for SCs, STs and OBCs are among the promises made by the Congress in its manifesto for the Lok Sabha polls released on Friday. The manifesto, titled ‘Nyay Patra’, […]Continue Reading
ଭୁବନେଶ୍ବର, ୫/୪: ଚଳିତ ବର୍ଷର ସର୍ବାଧିକ ତାପମାତ୍ର ଆଜି ରେକର୍ଡ ହୋଇଛି। ପୂରା ରାଜ୍ୟବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି। ସକାଳ ୮ଟା ହେବା ମାତ୍ରେ ସୂର୍ୟ୍ୟଙ୍କ କିରଣ ପ୍ରଖର ଅନୁଭୂତ ହୋଇଥିଲା।ଦିନ ୧୦ଟା ବେଳକୁ ତାପମାତ୍ରା ବଢ଼ି ଯାଇଥିଲା। ରାଜ୍ୟର ୫ଟି ସହରରେ ଅପରାହ୍ଣ ୨ଟାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି।ଏଥିରେ ଭୁବନେଶ୍ବର ସର୍ବାଧିକ ରହିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ Continue Reading
MUMBAI, APR 5 : The Reserve Bank of India (RBI) has decided to keep the key repo rate unchanged at 6.5% as its focus remains on bringing inflation under control. This is the seventh straight time that the central bank’s 6-member Monetary Policy Committee (MPC) has decided to keep the key policy rates unchanged. RBI […]Continue Reading
କାମାକ୍ଷାନଗର, ୫/୪: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ବାରିପଦାର ଜଣେ ଗୋରୁ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ୬ଜଣ ଦୁର୍ବୃତ୍ତ ଫେରାର ହୋଇଛନ୍ତି। ଏକ ବୋଲେରୋ ଗାଡ଼ି ଲୁଟ ହୋଇଥିବା ସୂଚନା ରହିଛି।ସୂଚନା ଅନୁସାରେ ଆଜି ସକାଳେ ହାଟରେ ଏକ ବୋଲେରୋ ଯୋଗେ ୫ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିବା ବେଳେ ହଠାତ୍ ୬ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି Continue Reading




