Home Articles posted by odadmin (Page 906)
Odisha News
କମ୍ଭୁଧର କ୍ଷତିଙ୍କ ରିପୋର୍ଟବୌଦ୍ଧ,୮/୪ : ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା । ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି । ଏହି ଦଣ୍ଡଯାତ୍ରା ବୌଦ୍ଧଜିଲ୍ଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା କଷ୍ଟ କର ।ଏହି ଦଣ୍ଡଯାତ୍ରା ଚୈତ୍ରମାସରେ ହୋଇଥାଏ । ଏହି ଦଣ୍ଡଯାତ୍ରାରେ ଶିବ ଓ ଶକ୍ତିଙ୍କ ଆରାଧନା ଓ ପ୍ରଭୂକୃପା ଲାଭ କରିବା । ବୌଦ୍ଧଜିଲ୍ଲାରେ ମହା ବିଷୁବ ସଂକ୍ରାନ୍ତି ବା ପାଣା ସଂକ୍ରାନ୍ତିର ୨୧ Continue Reading
Odisha News
ଭୁବନେଶ୍ବର, ୭/୪: ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି।ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଛି।କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରର ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଆଗାମୀ ଦୁଇ ଦିନ ଯାଏଁ ବର୍ଷା ରାଜ୍ୟର କିଛି ସ୍ଥାନରେ ହେବାର ସମ୍ଭାବନା ଅଛି। ଆଞ୍ଚଳିକ Continue Reading
National News
NEW DELHI, APR 7 : Prime Minister Narendra Modi on Sunday launched a scathing attack on Congress President Mallikarjun Kharge for questioning the “relevance” of Jammu and Kashmir at a Rajasthan rally. He said Kharge’s remarks reflected the mindset of those people who wanted to “divide the country”. At a rally in Rajasthan, Kharge referred […]Continue Reading
Odisha News
କଟକ,୭/୪: ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍ ପଢ଼ୁଥିଲେ।ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ Continue Reading
Top Stories
By Subrat Kumar Sarangi New Delhi/ Bhubaneswar, April 7: Aditya Birla Group’s Utkal Alumina International Ltd (UAIL) is immensely engaged in several projects that make a qualitative difference to the lives of the underprivileged. One of its major intervention areas is in the domain of healthcare. It has launched a major health initiative titled ‘Nirogshala’ […]Continue Reading
Odisha News
ଭୁବନେଶ୍ୱର,୭/୪: ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି।ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ।ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର‌୍ୟ୍ୟ କରିଥିଲି। ଓଡ଼ିଶା Continue Reading
Odisha News
ଭବାନୀପାଟଣା, ୭/୪: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି।ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।Continue Reading