Home Articles posted by odadmin (Page 88)
Odisha News
ଭୁବନେଶ୍ୱର, ୩୦/୬ : ଓଡ଼ିଶାରେ କିଛିଦିନ ଧରି ଦୁର୍ବଳ ରହିଥିବା ମୌସୁମୀ ବର୍ଷା ପୁଣି ଜୋର ଧରିବାକୁ ଯାଉଛି। ଜୁଲାଇ ୧ରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଇଏମଡି ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି Continue Reading
Odisha News
ସମ୍ବଲପୁର, ୩୦/୬ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି।୨୦ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟଭିଜିଲାନ୍ସ ସୂତ୍ର ଅନୁଯାୟୀ, ଏପର‌୍ୟ୍ୟନ୍ତ ହୋଇଥିବା ଚଢ଼ାଉରେ ଶ୍ରୀ ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି କୋଠା, ୨୦ଟି ମୂଲ୍ୟବାନ ପ୍ଲଟ୍, Continue Reading
Odisha News
ଭୁବନେଶ୍ୱର ୩୦/୬ : ଭୁବନେଶ୍ୱର କୋଳଥିଆ ଛକରେ କୃଷ୍ଣଚନ୍ଦ୍ର ପାଢୀ ହତ୍ୟା ଘଟଣା । ପ୍ରେମ ପାଇଁ ଡବଲ ମର୍ଡର ହୋଇଥିବା ଅଭିଯୋଗ ହୋଇଛି । ପୁଅ କୃଷ୍ଣ ପାଢ଼ୀଙ୍କ ହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କ ବି ମୃତ୍ୟୁ ହୋଇଛି। ଏବେ ବି ଭଉଣୀ ଏମ୍‌ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ୨ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି । ୨ ନାବାଳକଙ୍କୁ ଘଟଣା ସମ୍ପର୍କରେ ଜେରା କରୁଛି ପୋଲିସ।ଖବର […]Continue Reading
Odisha News Top Stories
Minister Bibhuti Jena chooses direct feedback from public over making political speech By A.K. Sahooନବରଙ୍ଗପୁର: ଆଜିର ରାଜନୀତିରେ ସଭା ମାନେ ସାଧାରଣତଃ ଦୀର୍ଘ ଭାଷଣ, ପ୍ରତିଶ୍ରୁତି ଓ ସ୍ଲୋଗାନର ପ୍ରତିଯୋଗିତା। କିନ୍ତୁ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସେହି ପରମ୍ପରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ବାଟ ବାଛିଲେ। ସେ କହିବା ଅପେକ୍ଷା ଶୁଣିବାକୁ ଅଧିକ ଗୁରୁତ୍ୱ ଦେଲେ।ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୫୬୦ କିଲୋମିଟର Continue Reading
Business News Top Stories
By Subrat Sarangi Angul, June 29 :The sacred Deba Snana Purnima, the grand ceremonial bathing festival of the Holy Trinity was observed with profound devotion and spiritual grandeur at the Jagannath Temple in Devbhoomi, Jindal Nagar, Angul, drawing hundreds of devotees from Jindal Nagar and the neighbouring villages. Smt. Savitri Jindal, Chairperson Emeritus of the […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୬ : ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ଚଳ ଚଞ୍ଚଳ ସହ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ କରାଯାଇଥିଲା।ସକାଳୁ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପ୍ରଥମେ ସୁଦର୍ଶନ, ପରେ ସୁଭଦ୍ରା, ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ Continue Reading
Top Stories
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୬ : ସହରକୁ ସ୍ୱଚ୍ଛ, ସରସ, ସୁନ୍ଦର ଏବଂ କ୍ୟାବିନ ମୁକ୍ତ ସହର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଖୋରଧା ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଅଭିଯାନ ସହରର ରୂପ ରେଖାକୁ ନିଶ୍ଚିତ ଭାବେ ପରିବର୍ତ୍ତନ କରିଛି।ରାସ୍ତା କଡ଼ରେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଥିବା କ୍ୟାବିନ ଗୁଡ଼ିକୁ ହଟାଇ ସହରକୁ ଖୋଲା ଓ ପରିଛନ୍ନ କରାଯାଇଛି।କିନ୍ତୁ ଏହି ସୌନ୍ଦର‌୍ୟ୍ୟୀକରଣ ପ୍ରକ୍ରିୟାରେ ସବୁଠାରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୬ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍, ବରଗୋଛା ପଞ୍ଚାୟତ ସଭା ଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମିନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ ମନମୁଣ୍ଡା ସି.ଏଚ୍.ସି ଡଃ ମହେନ୍ଦ୍ର ସଏ, ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର Continue Reading