Home Articles posted by odadmin (Page 871)
Odisha News
ନୂଆଦିଲ୍ଲୀ,୭/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ମେ ୭, ୨୦୨୪) ଲୋକ ସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି। ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେଇଛନ୍ତି।ଭୋଟ ଦେବା ପରେ ସେ କହିଛନ୍ତି ଯେ ଭୋଟ ଦେବା ଏକ ସାଧାରଣ ଦାନ ନୁହେଁ। ଏପରି ପରିସ୍ଥିତିରେ, ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ।ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରର ଏହି ମହାନ ବଳିଦାନରେ ଅଂଶଗ୍ରହଣ କରିଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇବାକୁ ଯୋଗ୍ୟ। Continue Reading
Top Stories
By Sukant Mohanty Bhubaneswar, May 6: Odisha CM Naveen Patnaik’s helicopter was unable to make a landing in Bhubaneswar on Monday afternoon reportedly due to inclement weather. As per sources, after attending a meeting at Khariar, the Chief Minister was returning to Bhubaneswar in a helicopter. However it failed to land at Bhubaneswar airport due […]Continue Reading
Odisha News
ନୂଆଦିଲ୍ଲୀ, ୬/୫: ଗତଶନିବାର ଜମ୍ମୁ-କଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳର ସାନାଇ ଟପ୍ ଅଭିମୁଖେ ଯାଉଥିବା ବେଳେ ଶଶିଧର ଜଙ୍ଗଲ ନିକଟରେ ଭାରତୀୟ ବାୟୁସେନା ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାୟୁସେନାର ୫ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସହିଦ ହୋଇଥିଲେ।ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଗାଡ଼ି ଉପରକୁ ଆତଙ୍କବାଦୀମାନେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଆତଙ୍କବାଦୀ ଆକ୍ରମଣ ସମୟରେ ଦୁଇଟି Continue Reading
Top Stories
By Princy Yadav Sambalpur, May 6:  Sambalpur, the nerve centre of Western Odisha, is now witnessing a blend of colors, music, and gatherings by political parties. The increase in poll heat is shifting major focus to the western part of the state. Two big names of political parties, Pranab Prakash Das from BJD and Dharmendra […]Continue Reading
National News
NEW DELHI, MAY 6 : Delhi Lieutenant Governor VK Saxena has recommended a NIA probe into allegations that Chief Minister Arvind Kejriwal and the AAP government received funding from ‘Sikhs for Justice’, a banned US-based Khalistani group. The AAP vehemently denied the allegations and said it was “another conspiracy” against Kejriwal. According to the Continue Reading
Odisha News
ଭୁବନେଶ୍ବର, ୬/୫ : ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା କିଛିଦିନ ରାଜ୍ୟବାସୀଙ୍କୁ ଗରମରୁ ତ୍ରାହି ମିଳିବାର ସମ୍ଭାବନା ରହିଛି । ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଆସନ୍ତା ୧୨ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୭ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର Continue Reading
Odisha News
ବ୍ରହ୍ମପୁର,୬/୫: ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର। ଜୁନ୍ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି। ଜୁନ୍ ୬ରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ୍ ୧୦ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବେ। ସୋମବାର ବ୍ରହ୍ମପୁରରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର Continue Reading
Odisha News
ବଲାଙ୍ଗିର, ୬/୫: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ସୋନପୁର–ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରରୁ ପାଟଣାଗଡ ଅଭିମୁଖେ ଯାଉଥିଲା। ଖମ୍ବଶିରିପାଲି ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ Continue Reading