Home Articles posted by odadmin (Page 849)
Odisha News
ଭୁବନେଶ୍ବର, ୨୩/୫ : : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ହେବାରେ ଲାଗିଛି । ବୁଧବାର ତୁଳନାରେ ଗୁରୁବାର ବଙ୍ଗୋପସାଗର ସକ୍ରିୟ ଲଘୁଚାପ କ୍ଷେତ୍ର ନିକଟରେ ପବନର ଘୂର୍ଣ୍ଣୟମାନ ବେଗ ବୃଦ୍ଧି ପାଇବାରେ ଲାଗିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଫଳରେ ଏହା ଅଧିକ ଘନୀଭୂତ ହେବାରେ ଲାଗିଛି।ଶୁକ୍ରବାର ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ Continue Reading
Top Stories
Shabiha Nur Khatoon Biodiversity boosts overall productivity in the ecosystem where each species, no matter how small, has an important ecological role to play. Conservation efforts have resulted in sanctuaries and parks worldwide and the protection of different varieties of botanical and zoological species in essential to arrest depleting biodiversity that threatens Continue Reading
Odisha News
ଭୁବନେଶ୍ୱର,୨୨/୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି।ପ୍ରାୟତଃ ବିରୋଧୀଙ୍କ କଟାକ୍ଷକୁ ଖାତିର କରୁ ନ ଥିବା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୨/୫ : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର ଧରିଛି । ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପାଇଁ ଘରଘର ବୁଲି ପ୍ରଚାର କରୁଥିଲା ବେଳେ ତାଙ୍କ ପରିବାର ଲୋକ ଓ ସମର୍ଥକ ବି ବୁଲିବୁଲି ପ୍ରଚାର କରୁଛନ୍ତି । ଆଜି ବରୀ ବିଜେପି ପ୍ରାର୍ଥୀ ଉମେଶ ଜେନାଙ୍କ ଧର୍ମ ପତ୍ନୀ ଓ ତାଙ୍କ ସହଯୋଗୀ ମନ୍ଦାରୀ ପଞ୍ଚାୟତରେ ପ୍ରଚାର କରୁଥିଲା ବେଳେ ଧ୍ରୁବ ଚରଣ ଜେନାଙ୍କ ଘରକୁ ଯାଇଥିଲେ […]Continue Reading
National News
West Bengal, May 22 :  In a major verdict, the Calcutta High Court on Wednesday dismissed all Other Backward Classes (OBC) certificates issued in West Bengal since 2010. A division bench of Justice Tapabrata Chakrabirty and Rajasekhar Mantha pronounced the verdict, while delivering a judgement on a PIL challenging the process of granting OBC certificates. […]Continue Reading
Odisha News
ଚମ୍ପୁଆ,୨୨/୫: ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି ଆଜି ଭାଜପା ପାଇଁ ମାରାଥନ ପ୍ରଚାର କରିଛନ୍ତି। କେନ୍ଦୁଝର ଜିଲାର ଚମ୍ପୁଆ ଓ ତେଲକୋଇରେ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଲୋକଙ୍କ ଉତ୍ସାହ ଦେଖି ଏଠାରେ ସରକାର ବଦଳିବାର ସମୟ ଆସିଛି।ଚମ୍ପୁଆ ପରେ ତେଲକୋଇ ସହ ଢେଙ୍କାନାଳ ଓ ଭୁବନେଶ୍ୱର ଲୋକ […]Continue Reading
Odisha News
ଭୁବନେଶ୍ବର,୨୨/୫: ବହୁ ପ୍ରତୀକ୍ଷିତ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଆସନ୍ତା ୨୬ ତାରିଖ ଦିନ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ୨୬ ତାରିଖ ଅପରାହ୍ଣରେ ପ୍ରକାଶ ପାଇବ। ପିଲାମାନେ ସିଏଚ୍ଏସ୍ଇର ୱେବ୍ସାଇଟ୍ Continue Reading
Odisha News
ସମ୍ବଲପୁର, ୨୨/୫: ସମ୍ବଲପୁରରେ ବିଶାଳ ରୋଡ୍ ଶୋ’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏହି ରୋଡ୍ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ଏହି ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଗିରିରାଜ ସିଂହ।ସେ କହିଛନ୍ତି, ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି। ତାଙ୍କୁ ଅପହରଣ କରି ନିଆଯାଇଛି। ନବୀନ ବାବୁ କିଛି ସମୟ ପାଇଁ ବାହାରକୁ ଆସନ୍ତି। ସଭା ସମିତିରେ ୨ ମିନିଟ୍ […]Continue Reading