ଭୁବନେଶ୍ୱର,୨୯/୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ Continue Reading
NEW DELHI, MAY 29: The Delhi government on Wednesday directed the DJB to impose a fine of Rs 2,000 for water wastage. The move comes amid an “acute shortage” of water faced by Delhi with Water Minister Atishi accusing Haryana of not releasing Delhi’s share of water from the Yamuna River. The fine will be […]Continue Reading
କୋଲକାତା,୨୯/୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନ ବୋଲି କହିଥିବା ବିଜେପି ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ତେବେ ସେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବେ। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ମଧ୍ୟ ଏପରି ବିବୃତ୍ତି ଦେଉଥିବା ନେତାଙ୍କୁ ଟାର୍ଗେଟ୍ କରିଛନ୍ତି।ମମତା ବାନାର୍ଜୀ କହିଛନ୍ତି, ‘କେହି କେହି କୁହନ୍ତି ଯେ Continue Reading
ରାଜଧାନୀ ତାପମାତ୍ରା ୩୯.୮ ଡିଗ୍ରୀ; କିନ୍ତୁ ଲାଗୁଛି ୬୨ ଡିଗ୍ରୀ ଭଳି ଗରମଭୁବନେଶ୍ବର, ୨୯/୫: ପ୍ରବଳ ଖରା ଯୋଗୁଁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି Continue Reading
ବାଲେଶ୍ବର, ୨୯/୫: ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି। ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ନରହରି ପଡ଼ିଆଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ଖଣ୍ଡିଏ ସାଇକଲ ନଥିଲା, ଏବେ ସେମାନେ ବଡ଼ ଗାଡ଼ିରେ ଯିବା ଆସିବା କରୁଛନ୍ତି।ବିଜେଡି ନେତାମାନେ ଚାଷୀଙ୍କ ନାଁରେ ନକଲି Continue Reading
By Swapna Raychoudhury Ansh Shankar– a Galgotias University alumnus with a B.Tech in Computer Science and Engineering focused on Artificial Intelligence and Machine Learning (AI/ML)– is a source of inspiration in the world of technology, where creativity is critical and opportunities abound. His rise from the classroom to the front of AI/ML innovation can be […]Continue Reading
New Delhi,May 29 : The Supreme Court will not hear Arvind Kejriwal’s request for a seven-day extension of his interim bail in a money-laundering case linked to the Delhi liquor policy. The court registry refused to accept the application, saying since Arvind Kejriwal was given liberty to move the trial court for regular bail, the […]Continue Reading
ଭୁବନେଶ୍ବର, ୨୯/୫: ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ ହୋଇଛନ୍ତି। ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ହେତୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାଯାଇଛି।ସୂଚନା ମୁତାବକ, ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା। Continue Reading
Karnataka, May 29 : Suspended JD(S) leader and Karnataka MP Prajwal Revanna, accused in the sex tapes case, will leave for Bengaluru from Munich in Germany on May 30, PTI quoted official sources as saying. Revanna is expected to land in Bengaluru in the early hours of May 31. Sources said personnel from the Special […]Continue Reading
ଖୋର୍ଦ୍ଧା, ୨୯/୫ : ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି।ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ Continue Reading




