Home Articles posted by odadmin (Page 833)
Odisha News
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଇତିହାସ ରଚିଛି ଭାଜପା। ଦୀର୍ଘ ୨୫ ବର୍ଷର ବିଜେଡି ଶାସନର ଦୁର୍ଗକୁ ଭେଦ କରିଛି ଦଳ। ୧୪୭ ଆସନରେ ହୋଇଥିବା ମତଦାନର ଗଣନା ଜାରି ରହିଥିବା ବେଳେ ଭାଜପା ବିଜେଡିକୁ ପଛରେ ପକାଇ ଲଗାତର ବହୁମତ ହାସଲ ଦିଗକୁ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ଲାଗି ରାଜ୍ୟରେ ଭାଜପା ସରକାର ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ବିଶେଷକରି ଉତ୍ତର ଓଡ଼ିଶାରେ ଦଳ ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇଛି। […]Continue Reading
Odisha News
ଭଞ୍ଜନଗର/ ଭୁବନେଶ୍ୱର, ୪/୬: ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି । ବିଜେଡିର ଟାଣୁଆ ନେତା ତଥା ଭଞ୍ଜନଗରରୁ ବିଧାୟକ ଥିବା ବିକ୍ରମ ଆରୁଖ ପରାସ୍ତ ହୋଇଛନ୍ତି ।କେବଳ ଏତିକି ନୁହେଁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଭୁବନେଶ୍ୱର ଏକାମ୍ରରୁ ପରାସ୍ତ ହୋଇଛନ୍ତି । ବିଜେପିର ପ୍ରଦ୍ୟୁମ୍ନ ନାୟକ ବିଜେଡିର ବିକ୍ରମ ଆରୁଖଙ୍କୁ ପରାସ୍ତ କରିଛନ୍ତି ।ସେହିପରି ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ପଣ୍ଡାଙ୍କୁ ପରାସ୍ତ Continue Reading
Top Stories
By A Iswar Rao Bhubaneswar, June 3:  The Odisha police has intensified its effort to trace out a doctor who was on Saturday evening “abducted” by suspected Maoists from his official residence at Kalimela in Malkangiri district, nearly 650 km from here. Doctor Alman Bhoi, who serves at Kalimela Community Health Centre (CHC), was allegedly […]Continue Reading
Odisha News
କଟକ/ଜଗତସିଂହପୁର/ଯାଜପୁର, ୪/୬: ଓଡ଼ିଶାରେ ହୋଇଥିବା ଲୋକସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ପ୍ରାୟର ୨୧ ଲୋକସଭା ଆସନ ମଧ୍ୟରୁ ପ୍ରାରମ୍ଭିକ ଧାରାରେ କଳାହାଣ୍ଡି, କେନ୍ଦ୍ରାପଡ଼ା, ବ୍ରହ୍ମପୁର ,ସମ୍ବଲପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଆଗୁଆ ରହିଛି।ଔଙଓଘକଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ସେହିପରି ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୬: କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡାରେ ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪ ତାରିଖ ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା Continue Reading
Odisha News
ଭୁବନେଶ୍ୱର, ୩/୬: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୁଲିସ । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ । ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଷ୍ଟ୍ରଙ୍ଗ ରୁମରେ ସିଆରପିଏଫ ମୁତୟନ ହୋଇଥିବାବେଳେ ଷ୍ଟ୍ରଙ୍ଗ ରୁମ ବାହାରେ Continue Reading
Odisha News
ଭୁବନେଶ୍ୱର, ୩/୬: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ଜ୍ଝ ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା ।ଆସନ୍ତାକାଲି ଭୋଟ ଗଣତି ରହିଛି । ଏହା ପୁବରୁ ଓଡିଶା ବିଧାନସଭା ଭଙ୍ଗ କରାଯାଇଛି । ବାସ୍ତବରେ ଆଜି ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।ଏଥିରେ ବିଧାନସଭା ଭଙ୍ଗ ପାଇଁ […]Continue Reading
Top Stories
By Payal Banerjee Bhubaneswar, June 3: Vedanta Limited, Lanjigarh, India’s premier producer of smelter-grade alumina and a unit of Vedanta Aluminium, has launched ‘Sangam: Jeevan, Prakruti Aur Sanskriti Ka Ek Milan,’ an initiative that aims at supporting rural farmers through the development of climate-resilient livelihoods. Integrating sustainable agricultural practices, Continue Reading