Home Articles posted by odadmin (Page 83)
Odisha News
ଭୁବନେଶ୍ୱର , ୨୭/୧୧: ଡିସେମ୍ବର ପହିଲାରେ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ନିଷ୍ପତ୍ତିରୁ ରାଜ୍ୟ ବସ୍ ମାଲିକ ସଂଘ ଓହରିଛି । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିବା ନେଇ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଥିଲା । ଯାହାକୁ ନେଇ Continue Reading
Top Stories
By Swagatika Bhutia Bhubaneswar, Nov. 27: The State’s development pathway, amid rising climate risks, changing livelihood patterns and growing social vulnerabilities, must be anchored in partnerships between government, civil society, academia, markets and communities, emphasised Manoj Ahuja, chief secretary, Government of Odisha. He was addressing the inaugural session of Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬/୧୧ : ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ଓ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା।ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମିକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୬/୧୧: ହରିୟାଣା ପାନିପଥ ର ଦିପକ ଶର୍ମା ଓ ଅପରେସନ ସିନ୍ଦୂର ଏବଂ ବିକଶିତ ଭାରତର ୯ ସଂକଳ୍ପ ନେଇ ସେ ପାନିପଥରୁ ସାଇକଲରେ ୪ ଧାମ ଯାତ୍ରା କରୁଛନ୍ତି ।ବର୍ତ୍ତମାନ ସୁଦ୍ଧା ସେ ୭୫ଶହ କିମି ଯାତ୍ରା କରି ସାରିଥିବା ବେଳେ ସେ ଦିନକୁ ୭୦ରୁ ଶହେ କିମି ଯାତ୍ରା କରୁଛନ୍ତି । ଦିଲ୍ଲୀ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ରପଦେଶ, ତେଲେଙ୍ଗନା, ପ୍ରଭୁତି ରାଜ୍ୟ Continue Reading
Top Stories
By Banaja Routray New Delhi, Nov. 25: Hindustan Power, one of India’s leading integrated energy companies, has won a bid from the Solar Energy Corporation of India (SECI) to develop a solar and battery energy storage project with a contracted capacity of 150 MW of solar power. The project will require the installation of approximately […]Continue Reading
Odisha News
ଭୁବନେଶ୍ବର ୨୬/୧୧: ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏହି ବାତ୍ୟାର ନାଁ ରହିଛି ‘ସେନୟାର’ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ବୁଧବାର ଅପରାହ୍ନରେ ବାତ୍ୟା ‘ସେନୟାର’ ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି ।ସେପଟେ ଓଡ଼ିଶା ଉପରେ ବାତ୍ୟା ପ୍ରଭାବ ପକାଇବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ Continue Reading
Odisha News
କଟକ, ୨୫/୧୧ : ବହୁ ଚର୍ଚ୍ଚିତ ଓଡ଼ିଆ ରାପର୍ ଅଭିନବ ସିଂହ ତଥା ଜଗର୍ଣ୍ଣଟଙ୍କ ଆତ୍ମହତ୍ୟା ଘଟଣାରେ ବଡ଼ ଖବର ସାମ୍ନାକୁ ଆସିଛି । ମୃତ ଅଭିନବଙ୍କ ପତ୍ନୀ ଉତ୍କଳଦୀପିକାଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରିଛି ।ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଦୀର୍ଘ ୨୮୫ ଦିନର ତଦନ୍ତ ପରେ ପୋଲିସ ଉତ୍କଳଦୀପିକାଙ୍କୁ ଗିରଫ କରିଛି ।ଗତ ଫେବୃୟାରୀ ୧୦ତାରିଖରେ ବେଙ୍ଗାଲୁରୁରେ ଅଭିନବ ବିଷ […]Continue Reading
Odisha News
ଲୋଇସିଂହା / ବଲାଙ୍ଗୀର,୨୬/୧୧: ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କନ୍ୟାଙ୍କ ମାଉସୀ ପୁଅ ଆହାତ ହୋଇଥିବା ଜଣାପଡିଛି। ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଚୈତନ୍ୟ ବାଗ ।ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆମ୍ବପାଲି Continue Reading