Home Articles posted by odadmin (Page 827)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୬: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ସ୍ଥିତ ବିଶ୍ଵନାଥ ଫଙ୍କସନ ହଲ ସମ୍ମିଳନୀ କକ୍ଷ ଠାରେ ଆଜି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସିଦ୍ଧାନ୍ତ” ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆତ୍ମଜୀବନୀ ଓ ସାମଗ୍ରିକ କୃତୀ ଉପରେ ଆଧାରିତ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୯/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ଅଞ୍ଚଳରେ ୩ ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଗାଇକୁ ଉଦ୍ଧାର କରାଯାଇଛି ।ପ୍ରକାଶ ଯେ, ଗତ ୩ ଦିନ ତଳେ ଏକ ଗାଈ ଚରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡିଯାଇଥିଲା। ଏହାକୁ କିଛି ବ୍ୟକ୍ତି ଦେଖି ନିରବ ରହିଯାଇଥିଲେ ମଧ୍ୟ ଧୀରେ ଧୀରେ ଖବର ଶୁଣା ଶୁଣି ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପି Continue Reading
National News
Narendra Modi pays homage to Mahatma Gandhi, Vajpayee before swearing-in today NEW DELHI, jun 9 : Narendra Modi will take oath for a record third term as the Prime Minister of India today, with several international heads of states in attendance, including Maldivian President Mohamed Muizzu, Sri Lankan President Ranil Wickremesinghe and Bangladesh Prime Minister […]Continue Reading
Odisha News
ଭୁବନେଶ୍ବର, ୮/୬: କଟକ-ଭୁବନେଶ୍ବରରେ ସର୍ବସାଧାରଣଙ୍କ ପାଇଁ ପରିବହନର ଅନ୍ୟତମ ମାଧ୍ୟମ ହୋଇଥିବା ଏକ ‘ମୋ ବସ୍’ ଆଜି ଅପରାହ୍ଣ ଦୁର୍ଘଟଣାଗ୍ରସ୍ତ ହୋଇଛି।କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି।ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ Continue Reading
Odisha News
ମାଲକାନଗିରି,୮/୬: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା।ତେବେ ଏହି ଅଭିଯୋଗ ପରେ ପୋଲିସ ଡାକ୍ତର ଅମ୍ଳାନଙ୍କ କ୍ୱାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତ ସମୟରେ ଡାକ୍ତରଙ୍କ ରୁମ୍ରୁ ଏକ ସିପିଆଇ ମାଓବାଦୀଙ୍କ ହାତ ଲେଖା ଚିଠି ମିଳିଥିଲା।ତେବେ Continue Reading
Odisha News
ଓଡ଼ିଶା, ୮/୬ : ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା।ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ୱୀକାର କରୁଛୁ। ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାକୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସେବା ଜାରି ରଖିବି କହିଛନ୍ତି ନବୀନ ପଟ୍ଟନାୟକ।ଭି.କେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ମତ ରଖି Continue Reading