Home Articles posted by odadmin (Page 825)
Odisha News
ଭୁବନେଶ୍ୱର,୧୦/୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ପ୍ରଚଣ୍ଡ ତାତି ନେଇ ୮ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲାପାଳଙ୍କୁ ଚିଠି ଲେଖି ଏସ୍ଆରସି ସତର୍କ କରାଇଛନ୍ତି।Continue Reading
Odisha News Sports News
ନ୍ୟୁୟର୍କ,୧୦/୬ : ଟି-୨୦ ବିଶ୍ୱକପ୍ ମୈଦାନରେ ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ହାତରୁ ଛଡ଼ାଇ ଆଣିଛି ବିଜୟ। ପୁଣି ଥରେ ବିଶ୍ୱ କ୍ରିକେଟରେ ଏହି ଚିର ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ୍ ସ୍ମରଣୀୟ ହୋଇଯାଇଛି।କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ପାକିସ୍ତାନର ନଶୀମ ଶାହା ଏ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶେଷ Continue Reading
National News
NEW DELHI,JUN 10: The Election Commission on Monday announced bypolls to 13 assembly constituencies across seven states, including four in West Bengal, on July 10.The bypolls are to be held against vacancies created either due to deaths or resignation of incumbent members. The assembly seats going for bypolls are Rupauli (Bihar), Raiganj, Ranaghat Dakshin, Bagda […]Continue Reading
Odisha News
ଭୁବନେଶ୍ବର,୧୦/୬: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର‌୍ୟ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ Continue Reading
National News
NEW DELHI,JUN 10 : Seven women, including two in Cabinet roles, have been inducted into the new council of ministers in the 18th Lok Sabha on Sunday. The previous council, which dissolved on June 5, had 10 women ministers. Those dropped from the council include former Union Minister Smriti Irani, Minister of State Bharti Pawar, […]Continue Reading
Odisha News
ଭୁବନେଶ୍ୱର,୧୦/୬: ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ।ଏହି ସସ୍ପେନ୍ସ ସରୁ ନ ଥିବା ବେଳେ ଦଳର ହେଭିଓ୍ବେଟ୍ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ପ୍ରଥମେ ସୁରେଶ ପୂଜାରୀଙ୍କ ନାଁ ଉଠୁଥିବା ବେଳେ କେ.ଭି ସିଂଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝି, Continue Reading
Top Stories
My Transcend BeautyPoet: Dr. Phani MohantyTranslator – Dr. Sonali Sahu You and meThough amused by the glimpseBut smiling from the coreOn the pretext of not knowingMoved ahead with our own fate silently.Confined to that boundary lineRemained like strangersIn all weal and woesFor the rest of my life. Oh my darling alien beauty!Distracting me from my […]Continue Reading