NEW DELHI, JUN 11: Seventy out of 71 or 99 per cent of the ministers in the new council of ministers are crorepatis with average assets among them amounting to Rs 107.94 crores, according to poll rights body ADR. Among the ministers, six stand out for their particularly high asset declarations, each exceeding Rs 100 […]Continue Reading
ଭୁବନେଶ୍ବର,୧୧/୬: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି।ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି।ବିଜେପି କହିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ। ମୋହନ Continue Reading
ଭୁବନେଶ୍ବର, ୧୧/୬: ଆସନ୍ତାକାଲି ନୂଆ ସରକାର ଶପଥଗ୍ରହଣ କରିବାକୁ ଥିବା ବେଳେ ଆଗାମୀ ଜୁନ୍ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା ହୋଇଛି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ (ଏସିଏସ୍) ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି ।ରାଜ୍ୟରେ ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ୟ୍ୟକ୍ରମ ଚାଲିବ ବୋଲି କୁହାଯାଇଛି। ତେଣୁ Continue Reading
By Our Correspondent Kolkata, Jun 11: Not resting on its laurels, CAMARO, the unrivalled denim giant is poised to elevate its market dominance in the fashion world with the unveiling of an exciting new collection exclusively for men. With over three decades of undisputed denim market leadershippredominantly in Bengal, Orissa, Assamand Bihar, CAMARO continues its […]Continue Reading
BY AKSHYA ROUT JAJPUR, JUN 11 : Narendra Modi will be sworn in as the Prime Minister of the country for the third consecutive term . Alongside Modi, members of his council of ministers will also take their oath on the same day.Dharamasala Independent MLA Himanshu Sekhar Sahoo Said Our Prime Minister Narendra Modi is […]Continue Reading
ଭୁବନେଶ୍ୱର,୧୧/୬: ରାଜ୍ୟର ନୂଆ ଭାଜପା ମୁଖ୍ୟମନ୍ତ୍ରୀ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହକୁ ଭାଜପା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ।ଯାହାକୁ ନେଇ ପ୍ରତିକ୍ରିୟା Continue Reading
ଭୁବନେଶ୍ବର, ୧୧/୬: ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ିଚାଲିଛି। ଚାଉଳ, ଡାଲି, ତେଲ ପରେ ପନିପରିବା ଦର ମଧ୍ୟ ବଢ଼ିଛି। ମହଙ୍ଗା ମାଡ଼ରେ ଖାଉଟି କଲବଲ ହେଉଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବାର ୮ ଦିନ ପରେ ବିଭିନ୍ନ ପନିପରିବା ଦର ବଢ଼ି ଆକାଶଛୁଆଁ ହୋଇଛି।ଆଳୁ ପିଆଜଠାରୁ ଆରମ୍ଭ କରି ବିଭିନ୍ନ ପରିବାର ଦାମ୍ ୧୫ରୁ ୨୦ ଟଙ୍କା ବଢିଛି। କଟକ ଛତ୍ରବଜାରରେ ଝୁଡଙ୍ଗ କିଲୋ ୧୦୦ ଟଙ୍କା ଥିବା ବେଳେ ପୋଟଳ କିଲୋ ୮୦ […]Continue Reading
Modi cabinet 3.0: Jaishankar back as external affairs minister; Vaishnaw takes charge as IB Minister
NEW DELHI, JUN 11: Diplomat-turned-politician S Jaishankar on Tuesday assumed charge as external affairs minister for the second consecutive term. Jaishankar, 69, was among the senior BJP leaders, including Rajnath Singh, Amit Shah, Nitin Gadkari and Nirmala Sitharaman, who retained the ministries that they handled in the previous government. “Assumed charge as the Continue Reading
ଭୁବନେଶ୍ୱର,୧୧/୬:ମୌସୁମୀ ପ୍ରବେଶ ସତ୍ତ୍ୱେ ରାଜ୍ୟରେ ବର୍ଷା ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି। ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ଅନୁକୂଳ ସ୍ଥିତି ନାହିଁ।ଆଗାମୀ ୩ରୁ ୪ Continue Reading
କୋରାପୁଟ, ୧୧/୬: ରେଲୱେ ଟ୍ରାକରୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ରେଲୱେ ଟ୍ରାକରୁ ମୃତଦେହ ଉଦ୍ଧାର କରାଯାଇଛି।ଗତକାଲି ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଜାଖୋଜା କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ Continue Reading




