ଭୁବନେଶ୍ୱର,୧୮/୬:ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ।ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା Continue Reading
By Akshya Rout Jajpur, Jun 17 : Dharamasala MLA Himanshu sekhar Sahoo wishing Muslim brothers and sisters on the occasion of Eid-ul-Adha.Continue Reading
ବାଲେଶ୍ୱର, ୧୭/୬ : ପୁଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଟାଉନ୍ରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଛି। ୫ ଜଣରୁ ଅଧିକ ଏକତ୍ର ନହେବା ପାଇଁ ଅପିଲ୍ କରାଯାଇଛି।ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର Continue Reading
ଭୁବନେଶ୍ବର,୧୭/୬: ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି ଖୋଲିବ କି ନାହିଁ ଏନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ପାଗ ଅନୁକୂଳ ଥିଲେ ପିଲାମାନେ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟକୁ ପଢ଼ିବାକୁ ଯିବେ।ପୂର୍ବାହ୍ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ଗଣମାଧ୍ୟମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର Continue Reading
ସମ୍ବଲପୁର,୧୭/୬ : ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ଗାଁର ଡାଲଖାଇପଡ଼ାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ଭୋରରେ ଘଟିଛି ଏହି ଘଟଣା।ଦନ୍ତା ହାତୀଟି ଧାନ-ଚାଉଳ ଖାଇବା ଉଦ୍ଦେଶ୍ୟରେ ଗାଁକୁ ପଶିଥିବା ବେଳେ ଜଣଙ୍କର ଘର ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ହାତୀଟିର ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ Continue Reading
KOLKATA, JUN 17: Atleast five passengers are now feared to be dead and 20-25 injured after a Sealdah-bound Kanchanjungha Express collided with a goods train on Monday morning near New Jalpaiguri “The situation is serious. The incident occurred when a goods train rammed into Kanchenjunga Express,” says Abhishek Roy, Additional SP of Darjeeling Police. Continue Reading
Jharkhand,Jun 17: At least four Maoists, including a woman, were killed in an encounter with police in Jharkhand’s West Singhbhum district on Monday morning, officials said. The incident took place in Tonto and Goilkera area, they said. “Four Maoists were killed in the gunfight, while two have been arrested,” Jharkhand Police spokesperson and IG Continue Reading
ନୂଆପଡ଼ା, ୧୭/୬: ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରାକ୍ଟର ସହ ପିଟି ହୋଇଛି ଦ୍ରୁତଗାମୀ କାର୍।ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।୪ ମୃତକ ଖଡ଼ିଆଳ ଅଞ୍ଚର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି, ଦେବେନ୍ଦ୍ର ସିଂ ଲାଲ, ରିଷି ସାହୁ ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ ମୃତକ ରିଷି Continue Reading
BY AKSHYA ROUT JAJPUR, JUN 16 : Principal Secretary of Rural Development Department Sanjay Kumar Singh On Sunday welcome New Chief Minister Mohan Chanran Majhi . The Principal Secretary welcomed the Chief Minister by presenting a bouquet and briefed the Chief Minister on important issues and strategic steps laid down to advance the rural Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୬: ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ. କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପ୍ରଶିକ୍ଷଣ ହଲ ଠାରେ ପାରଳାଖେମୁଣ୍ଡି ସହରର ଅଗ୍ରଣୀ “ପ୍ରଗତି ମହିଳା ସଂଗଠନ” ଅନୁଷ୍ଠାନ ପକ୍ଷରୁ ପବିତ୍ର ରଜ ପର୍ବ ପାଳନ ଅବସରରେ ସଭା , ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି ଅବସରରେ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ମହିଳା ଓ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ Continue Reading




