By Our Correspondence Bhubaneswar, July 22 : CSIR-Institute of Minerals and Materials Technology (CSIR-IMMT) has been instrumental in pioneering research in energy materials and devices, focusing on the development of novel materials for energy generation and storage through various technologies including hydrogen, photovoltaic cells, batteries, fuel cells, and more. Their Continue Reading
ଭୁବନେଶ୍ୱର, ୨୨/୭: ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ ।ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା।କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ Continue Reading
Writer Taraprasad Mishra Jajpur,July 22 : Teachers are a special blessing from God to us. They are the ones who build a good nation and make the world a better place. A teacher teaches us the importance of a pen over that of a sword. They are much esteemed in society as they elevate the […]Continue Reading
ଭୁବନେଶ୍ବର, ୨୨/୭ : ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି।ଏଥିସହ ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ […]Continue Reading
ଜୟପୁର,୨୧/୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ଗାଁ ପାତ୍ରପୁଟର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି।ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ପଞ୍ଚଭୂତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ବିଲୀନ ହୋଇଛି।ବିଶିଷ୍ଟ ଜୈବିକ କୃଷିବିତ୍ କମଳା ପୂଜାରୀ ନାରୀ ସଶକ୍ତୀକରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ବହନ କରିଥିଲେ। ଦେଶୀ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ Continue Reading
UTTARAKHANDA,JULY 21 : At least three people were dead, while two others were injured as boulders rolled down onto the Kedarnath hiking route in Uttarakhand. A rescue team had reached the spot soon after receiving information about the incident. When canon was fired for Shivaji at Vishalgad fort and clashes 360 years later In an […]Continue Reading
Karnataka, July 21 : IT firms in Karnataka submitted a proposal to the state government demanding an extension of employee working hours to 14 hours, sources said. The move has met with severe opposition from employees, who called it inhuman, citing health issues and layoff concerns. According to sources, the state government is considering amending […]Continue Reading
ଭୁବନେଶ୍ବର, ୨୧/୭: ରାଜ୍ୟସ୍ତରରେ କୃତୀ କୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ହେବନି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏନେଇ ରାଜ୍ୟ ସରକାରଙ୍କ Continue Reading
ଭୁବନେଶ୍ବର, ୨୧/୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ଆସନ୍ତାକାଲି ଜୁଲାଇ ୨୨ ତାରିଖ ସୋମବାର ତାହା ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆସନ୍ତାକାଲି ସୋମବାର ହୋଇଥିଲେ ହେଁ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୭ : ଜଙ୍ଗଲ ଗଛ କଟାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ହୋଇଥିଲା ଉତେଜନା । ବାଲିଗୁଡା ବନାଂଚଳ ଅନ୍ତର୍ଗତ ବାରଖମା ନିକଟରେ ବନବିଭାଗର ସଂରକ୍ଷିତ ଜଙ୍ଗଲ ରହିଅଛି । ଏହାର ରକ୍ଷଣ ବ୍ୟକ୍ଷଣ ସ୍ଥାନିୟ ବାରଖମାର ଗ୍ରାମବାସୀ କରୁଥିଲେ ।କିନ୍ତୁ ରେବିଙ୍ଗିଆ ପଂଚାତର ବୁଡାଗୁଡା ଗ୍ରାମବାସୀ ଭାଲୁଡଙ୍ଗର ଜଙ୍ଗଲରେ ଥିବା ଗଛଗୁଡାକୁ କାଟି ଜଙ୍ଗଲ ସଫା କରି ଜଙ୍ଗଲର କ୍ଷତି କରୁଥିବା ନେଇ ବାଲିଗୁଡା ବନବିଭାଗ Continue Reading




