Home Articles posted by odadmin (Page 753)
Odisha News
ହାଟଡିହି, ୩୧/୭: ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ। ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ ସାରି ଫେରୁଥିବା ବେଳେ ଝଣଝଣା ନିକଟରେ ଟ୍ରାକ୍ଟର୍ ଓଲଟି ପଡ଼ିଥିଲା। ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ।ସ୍ଥାନୀୟ ଲୋକେ […]Continue Reading
Odisha News
କଳାହାଣ୍ଡି, ୩୧/୭: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା କାଳନ୍ଦୀ ତାଣ୍ଡି।ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ କାଳନ୍ଦୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ Continue Reading
Odisha News
ଭୁବନେଶ୍ୱର, ୩୧/୭ : ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା। ଆଜି ଓ ଆସନ୍ତାକାଲି ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ ଓ ନୟାଗଡ଼ ଜିଲ୍ଲାରେ କେତେକ Continue Reading
National News
IRAN,JULY 31: Hamas leader Ismail Haniyeh was assassinated in Tehran, Iran’s paramilitary Revolutionary Guard said early Wednesday. No one immediately claimed responsibility for the assassination but suspicion immediately fell on Israel, which has vowed to kill Haniyeh and other leaders of Hamas over the group’s Oct. 7 attack on Israel that killed 1,200 people and […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୭: ବୌଦ୍ଧଜିଲ୍ଲାରେ ମହାନଦୀ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ବିପଦ ସଂଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ରବିବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଆଜି ବୌଦ୍ଧ ଜିଲ୍ଲାରେ ଉକ୍ତ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ବର୍ତମାନ ବୌଦ୍ଧଜିଲ୍ଲାରେ ମହାନଦୀ(ସନ୍ଧ୍ୟା୫ଟାରେ) ୮୫.୬୯ ମିଟର ପ୍ରବାହିତ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୩୦/୭: ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବଢିବା ସହିତ ଆଇନ ଶୃଂଖଳା ବିଗିଡି ଯାଇଛି । ପ୍ରଶାସନର ନୀରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ।ଏ ନେଇ ଆଜି ଯାଜପୁର ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି ସୁକିନ୍ଦାର ପୁର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ଇଂ ଘଡାଇ Continue Reading
Odisha News
ଭୁବନେଶ୍ୱର,୩୦/୭: ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର ।ଏଣିକି ଡ୍ୟୁଟି ସମୟରେ ଖିଲାପ କଲେ, ଆଉ ନିସ୍ତାର ନାହିଁ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ । ଆଉ ୪ ଘଣ୍ଟାରୁ କମ ସମୟ ଅଫିସରେ କାମ କରିଥିଲେ ସେଦିନ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୭: ବାଲିଗୁଡା ଏନଏସିର ଜଣେ ସଫେଇ କର୍ମଚାରୀଙ୍କୁ ଜଳଖିଆ ଦୋକାନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ବାଲିଗୁଡା ଥାନାରେ ।ସୁଚନା ପ୍ରକାରେ ଜଣେ ସଫେଇ କର୍ମଚାରୀ ଆକାଶ ନାୟକ ବାଲିଗୁଡାମେଡିକାଲ ସମ୍ମୁଖରେ ଥିବା ଜଳଖିଆ ଦୋକାନର ମାଲିକ ପ୍ରଶନ ସାବତଙ୍କୁ କହିଥିଲେ ଯେ ଜଳଖିଆ ପତ୍ର ଗୁଡାକ ଡଷ୍ଟପିନରେ ନପକାଇ ବାହାରେ ପକାଉଛୁ କହି ବାରଣ କରିଥିବାରୁ ତାଙ୍କ ଉପରେ ଗରମ ତେଲ ପକାଇଦେଇଥିଲେ ଯାହାଫଳରେ ତାଙ୍କ Continue Reading