Home Articles posted by odadmin (Page 746)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୫/୮ : ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । କୋରାପୁଟ ଏବଂ ରାୟଗଡା ଜିଲ୍ଲା ଗ୍ରସ୍ତ ସାରି ନିର୍ବାଚନ ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଗଜପତି ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗ୍ରସ୍ତ ।ପାରଳାଖେମୁଣ୍ଡି ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ସାମ୍ବାଦିକ ମାନଙ୍କୁ […]Continue Reading
National News
Bangladesh, Aug 5 :  Bangladesh army chief Waker-Uz-Zaman has declared plans to establish an interim government following the resignation of Prime Minister Sheikh Hasina. In his address to the nation , the army chief called for peace and assured the public that every death related to the current unrest will be held accountable. He emphasized […]Continue Reading
Odisha News
କଟକ, ୫/୮: ଭିଜିଲାନ୍ସ ଜାଲରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ। ତାଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ଉ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍।ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ବାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି ଅଙ୍ଗନବାଡି କି ସ୍କୁଲ ପିଣ୍ଡା ମଧ୍ୟ ମାଡ଼ି ନାହାନ୍ତି। ଗାଁରେ କେତେକ ବୟସ୍କ ଅଛନ୍ତି ଯେଉଁମାନେ ଆଜି ପର‌୍ୟ୍ୟନ୍ତ ବସ୍ କି ଗାଡିରେ ବସିନାହାନ୍ତି […]Continue Reading
Top Stories
By Subrat Sarangi New Delhi, Aug. 2024: Leading steelmaker Jindal Steel & Power (JSP) has been awarded the prestigious Exceed CSR Award 2024, supported by the Ministry of Environment and Forest for its outstanding performance in Corporate Social Responsibility (CSR) across its operational locations. This honour demonstrates commitment to sustainable development and its Continue Reading
Odisha News
କଟକ, ୪/୮ : ମହାନଦୀକୁ ଡେଇଁ ପଡ଼ିଲେ ମହିଳା। ଆଉ ତାଙ୍କୁ ସଙ୍ଗେସଙ୍ଗେ ଭରା ନଦୀରୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତିକରିଥିଲେ ମତ୍ସ୍ୟଜୀବୀ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ହେଲେ କାମିନୀ ସ୍ୱାଇଁ। ତାଙ୍କ ଘର କଟକ ଅରିଲୋରେ।ଆଜି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜକୁ ଆସିଥିଲେ କାମିନୀ ସ୍ୱାଇଁ। ସେଠାରେ କିଛି ସମୟ ଠିଆ ହେବା ପରେ ବ୍ରିଜ୍ ଉପରେ ଭ୍ୟାନିଟ୍ ବ୍ୟାଗ୍‌, ମୋବାଇଲ, ଚପଲ ଓ ଆଧାରକର୍ଡ଼ […]Continue Reading