Home Articles posted by odadmin (Page 744)
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୬/୮ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସାରକିମା ପଞ୍ଚାୟତ ସଭାଗୃହ ରେ ଗୋଷ୍ଠି ଉନ୍ନୟନ୍ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସାରକିମା ସରପଞ୍ଚ ଫକୀର ମୋହନ ଗୋମିଡାଙ୍ଗା ସଭାପତିତ୍ଵ କଲାବେଳେ ନାଏବ ସରପଞ୍ଚ ମେକ ଡୁବୁରୁକା,ନିର୍ବାହୀ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର, ଭାର ପ୍ରାପ୍ତ ଜିପିଓ ରାଜେନ୍ଦ୍ର Continue Reading
Photo Gallery
BY AKSHYA ROUT JAJPUR, AUG 6 :  Large Number Of  BJD  worker of  Kantigadia Grampanchayat under Dharamasala Block in jajpur district   join ruling BJP on Tuesday  at the presence of  Youth Leder Srikanta Sahoo   urged the youth and party activists to strengthen the hand of MLA Hiamanshu sekhar Sahoo  in forming a Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୬/୮ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି ହୋଇଥିବା ନେଇ ଆଧାର କେନ୍ଦ୍ରର ପରିଚାଳକ ସୁରେନ ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସୁରେନ୍ ସାହୁ ଶନିବାର ଦିନ ସନ୍ଧ୍ୟା ୫ ବେଳେ ଆଧାର କେନ୍ଦ୍ର ବନ୍ଦ କରି ନିଜ ଘର ସିମନବାଡ଼ି ଗ୍ରାମକୁ ଯାଇଥିଲେ । ରବିବାର ଛୁଟି ଥିବା ଯୋଗୁଁ […]Continue Reading
Odisha News
ଅନୁଗୁଳ, ୬/୮: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ସୁନାଭୂଇଁ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କମ୍ପୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳରେ ଜଣେ ଛାତ୍ରୀ ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଦୁଇଘଣ୍ଟା ହେଲା ତାଙ୍କର ପତ୍ତା ମିଳିନାହିଁ।ସୂଚନା ମୁତାବକ, ବନ୍ତଳା ଥାନା ସୁନାଭୂଇଁ ସାହିର ପ୍ରମୋଦ ବେହେରାଙ୍କ ଝିଅ ପ୍ରୀତି ବେହେରା (୧୮) ଆଜି କମ୍ପୁଟର କ୍ଲାସ କରିବାକୁ ବନ୍ତଳା Continue Reading
Odisha News
ମୟୂରଭଞ୍ଜ, ୬/୮ : ୫ ପ୍ରତିଶତ ସୁଧରେ ଋଣ କରି ବାହା ହୋଇଥିଲେ। ଧୀରେ ଧୀରେ ଋଣ ଟଙ୍କା ସୁଝିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ସାହୁକାର(ମହିଳା)ଙ୍କ ଅପମାନ ଓ ନିର୍ଯ୍ୟାତନା ଅସମ୍ଭାଳ ହେଲା।ତେଣୁ ଝୁଲି ପଡ଼ିଲେ ଯୁବକ। ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ମୃତ ଯୁବକଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।କପ୍ତିପଦା ଥାନା ଡିବାସାହି ଗାଁର ଦୀପକ ପାତ୍ର। ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ Continue Reading
Odisha News
ଭୁବନେଶ଼୍ବର, ୬/୮: ବହୁ ଚର୍ଚ୍ଚିତ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ଼୍ବର ଲିଙ୍କ୍ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ସୁଶାନ୍ତ ସାମନ୍ତ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ସିବିଆଇ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।ଭୁବନେଶ଼୍ବରରୁ […]Continue Reading