Home Articles posted by odadmin (Page 740)
Odisha News
କଟକ, ୧୦/୮ : କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି।ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୮ : କିଏ ଦୁଇ ବର୍ଷ ହେଲା ହଜିଥିବା ମୋବାଇଲ ପାଇଁ ବାରମ୍ବାର ଥାନାକୁ ଦୌଡ଼ୁଥିଲା, ତ ଆଉକିଏ ଦାମିକିଆ ମୋବାଇଲ ଚୋରି ହୋଇଯାଇଥିବାରୁ ବହୁତ ମନସ୍ତାପରେ ଥିଲା। ମାତ୍ରଜିଲ୍ଲା ପୁଲିସ ଆରମ୍ଭ କରିଥିବା ‘ମିଶନ ମିସିଂ ମୋବାଇଲ’ରେ ଆଜି ଯେତେବେଳେ ସେମାନେଅତିଥିମାନଙ୍କଠାରୁ ମୋବାଇଲ ପାଇଥିଲେ, ବହୁତ ଖୁସି ହୋଇଯାଇଥିଲେ। ସେମାନେ ଏଥିପାଇଁସମସ୍ତେ ଏସପି ରାହୁଲ ଜୈନଙ୍କୁ ପ୍ରଶଂସା କରିଥିବା ବେଳେ ଜିଲ୍ଳା ପୁଲିସର Continue Reading
Odisha News
କଟକ, ୯/୮ : ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି।ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର। ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଅଗ୍ନିଶମ ବିଭାଗ।ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର। କଟକରେ ରହି ପ୍ରାଇଭେଟ୍ କାର ଚଲାନ୍ତି। ଆଜି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିୀପୋର୍ଟଗଜପତି, ୯/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲା ।ପରେ ଏକ ସଚେତନତା ସଭା କାର‌୍ୟ୍ୟକ୍ରମ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୮ : ଅଦ୍ୟ ତା ୦୯.୮.୨୦୨୪ ରିଖ ଶୁକ୍ରବାର ଦିନ ଦିବା ୧୧.୪୫ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ. ସୋନାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପଜି ଲ୍ଲା ପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଦାୟୀ ଜିଲ୍ଲାପାଳ ଶ୍ରୀ ସୋନାଲଙ୍କ କାର୍ଯ୍ୟଦକ୍ଷତା ଏବଂ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୮: ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରା ଯାଇଥିଲା।ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ ଶ୍ରୀ କେଦାର ଶବର ମୁଖ୍ୟବକ୍ତା […]Continue Reading
Top Stories
 By Our Correspondent Bhubaneswar, Aug  9  : The three-day Odisha Conference of Youth (OCOY) on climate change, accredited by the Ministry of Environment, Forest, and Climate Change and UN India, was inaugurated today at KT Global School, Khurda. It is organised by the Youth4Water Plus campaign with support from UNICEF Odisha.The event aims to equip […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୮/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା କମ୍ୟୁନିଟ ହଲ ପରିସରରେ ମୁନିଗୁଡ଼ା ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି ।ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀଜଗନ୍ନାଥ ନୁଣ୍ଡୃକାଙ୍କ ସଭାପତିତ୍ବ ଓ ଆଦିବାସୀ ନେତା ରବି ନୁଣ୍ଡରକାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାରଙ୍ଗଧର Continue Reading