Home Articles posted by odadmin (Page 719)
Odisha News
ଭୁବନେଶ୍ବର, ୨୪/୮ : ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ୧କୋଟି ୪୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ବିପୁଳ ପରିମାଣର ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ।ସୂଚନାଯୋଗ୍ୟ, ଗତକାଲି ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ Continue Reading
Top Stories
By Priyanka Sharma Bhubaneswar, Aug. 23:  Bharat Raksha Manch (BRM), a forum of intellectual personnel and ex-defence personnel, on Friday held a massive rally in Odisha state capital Bhubaneswar seeking to draw the attention of the state government to increasing infiltration of Bangladeshi nationals and Rohingyas into the state. The organisation, while alleging that Continue Reading
National News
NEW DELHI, AUG 23: The Ministry of Education has directed all states and union territories to enforce comprehensive safety guidelines across educational institutions to address the growing concerns over child safety in schools. The “Guidelines on School Safety and Security-2021,” developed by the Department of School Education and Literacy (DoSEL), were Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ା ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗତବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ପହଞ୍ଚିଥିଲା । ଏହା ଭାରତୀୟ ମହାକାଶ ଇତିହାସର ଏକ ସ୍ୱର୍ଣିମ୍ ଦିବସ ଥିଲା । ତେଣୁ ଏହି ଦିନରେ ପ୍ରତିବର୍ଷ ରାଷ୍ଟ୍ରୀୟ Continue Reading
Odisha News
ପୁରୀ, ୨୩/୮ : ଆଜି ଅପରାହ୍ଣ ୨ଟାରେ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି। ସ୍ଥାନାନ୍ତରଣ ହେଉଛି ଖାଲି ସିନ୍ଦୁକ ଓ ଆଲମିରା। ଏଣୁ ଶୁକ୍ରବାର ଅପରାହ୍ଣ ଗୋଟାଏରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ଶେଷ ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ତେବେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟସୋନପୁର, ୨୩/୮ : ସୁବର୍ଣ୍ଣପୁର ଜିଲ୍ଲାର ଏମୁଣ୍ଡ ଓ ସେମୁଣ୍ଡର ଦୁଇଟି ଅଭ୍ୟନ୍ତର ଅଞ୍ଚଳର ଆଦିବାସୀ କଲ୍ୟାଣ ବିଭାଗର ଆଶ୍ରମସ୍କୁଲ୍ ଏତେ ବ୍ୟବସ୍ଥିତ ଓ ସୁସଜ୍ଜିତ ଯେ ଆଖିରେ ନ ଦେଖିଲେ ଜଣେ ବିଶ୍ବାସ କରିପାରିବ ନାହିଁ।ସ୍କୁଲ୍ ଭିତରର ଲନ୍,ବଗିଚା,ପରିବେଶ, ଶ୍ରେଣୀ କୋଠରୀ,ପିଲାଙ୍କ ଖାଦ୍ୟପେୟ,ଶିକ୍ଷାଦାନରୁ ଶୃଙ୍ଖଳା ପର୍ଯ୍ୟନ୍ତ ସବୁକିଛି।ଅନ୍ୟ ସ୍କୁଲ୍ ଗୁଡିକ ଏହା ଅନୁକରଣୀୟ।ଏହାର ଶ୍ରେୟ ନିଶ୍ଚିତ ଭାବରେ ଲର ପ୍ରଧାନ Continue Reading
Odisha News
ଓଡ଼ିଶା, ୨୩/୮ : ରାଜ୍ୟର ମହିଳାମାନଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ରାଜ୍ୟ ସରକାର ଯୋଗାଇଦେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ ।ର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ବାଦ୍ ଦେଇ ରାଜ୍ୟର ୨୧ବର୍ଷରୁ ଅଧିକ ଓ […]Continue Reading