BANGKOK,OCT 1 : A bus carrying young students with their teachers caught fire in suburban Bangkok on Tuesday with 25 of those on board feared dead, according to officials and rescuers. The bus was carrying 44 passengers from central Uthai Thani province to Bangkok for a school trip when the fire started around noon in […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୦: ବୌଦ୍ଧଜିଲାରେ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲା ସଡକ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲାପାଳ ଶ୍ରୀପଣ୍ଡା ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର Continue Reading
କଟକରେ ନୂଆ ସିପି ଏସ୍. ଦେବଦତ୍ତ ସିଂହଙ୍କ ତାଗିଦ୍, ଟାର୍ଗେଟ୍ରେ ଗାଦିମଡ଼ା ପୋଲିସ ଅଧିକାରୀ, ଦକ୍ଷତା ଉପରେ ଗୁରୁତ୍ବ
ଭୁବନେଶ୍ୱର, ୧/୧୦ : ଦାୟିତ୍ୱ ନେଉ ନେଉ ଆକ୍ସନ ମୁଡକୁ ଆସି ଯାଇଛନ୍ତି ପୁଲିସ କମିଶନର ଏସ୍ . ଦେବଦତ୍ତ ସିଂହ । ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଦୃଢ ଆକ୍ସନ ନିଆଯିବ ବୋଲି କହିଛନ୍ତି। ଟୁଇନ୍ ସିଟିରେ ଦୀର୍ଘ ବର୍ଷ ଧରି ରହି ଯାଇଥିବା ଗାଦି ମଡ଼ା ପୁଲିସ ଅଧିକାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ।ଟୁଇନ ସିଟି କମିଶନର ଏସ୍ . ଦେବଦତ୍ତ ସିଂହ ଗତକାଲି ଭୁବନେଶ୍ୱରରେ ପୂର୍ବତନ ପୁଲିସ୍ କମିଶନର […]Continue Reading
ଭୁବନେଶ୍ବର, ୩୦/୯ : ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ୍ ସିଟି କମିଶନର । ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।୧୯୯୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଦେବଦତ୍ତ ସିଂହ ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ୍ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ପୂର୍ବରୁ ଏଡିଜି ଅପରେସନ ରହି ସାରିଥିବା ସୁରେଶ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୩୦/୯ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ କିରମା ଗ୍ରାମ ଛକ ନିକଟ ରୁ ତିନିଶହ ଚଉସ୍ତରି(୩୭୪) କେଜି ଗଞ୍ଜେଇ ଜବତ କରିଛି ଚନ୍ଦ୍ରପୁର ପୋଲିସ ।ଆଜି ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦ୍ରପୁର ବ୍ଲକ ବିଜାପୁର ଠାରୁ କୋଟଗଡ ଅଭିମୁଖେ ଏକ ପିକଅପ ଭେନ ଗାଡି ନମ୍ବର […]Continue Reading
NEW DELHI, SEPT 30 : Veteran actor Mithun Chakraborty, star of films such as Mrigayaa, Surakshaa, Disco Dancer, and Dance Dance, was on Monday named recipient of the Dadasaheb Phalke Award, the government’s highest recognition in the field of cinema. Union Minister for Information and Broadcasting Ashwini Vaishnaw made the announcement on X. “Mithun Da’s Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୯ : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖାଯାଇ ଥାଏ ବିଭିନ୍ନ ପ୍ରକାର ସମସ୍ୟା।ଯାହାକି, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକର ଆଦିବାସୀ ଅଧୁଷିତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତରେ ଦେଖିବାକୁ ମିଳିଛି ।ଉକ୍ତ Continue Reading
SRINAGAR, SEPT 30 : PDP president Mehbooba Mufti on Monday said Israeli Prime Minister Benjamin Netanyahu is the “biggest terrorist after Adolf Hitler” as the Jewish leader has turned Palestine and Lebanon into “gas chambers”. Mehbooba had earlier condemned the killing of Hezbollah leader Hassan Nasrallah in Israeli airstrikes and cancelled her Continue Reading
NEW DELHI, SEPT 30 : The Supreme Court on Monday came to the rescue of a Dalit youth, who had lost his seat in IIT Dhanbad after missing the deadline to deposit a fee, by asking the institute to admit him to the BTech course. “We cannot allow such a young talented boy to go […]Continue Reading
ମାଲକାନଗିରି, ୩୦/୯ : କଇଁଛ ଚୋରା ଚାଲାଣ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ପାଖାପାଖି ୧ ଟନ୍ କଇଁଛ ଜବତ କରାଯାଇଛି ।ଓଡ଼ିଶା ଏବଂ ଆନ୍ଧ୍ର ସୀମା ନିକଟବର୍ତ୍ତୀ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ କଇଁଛ ଚୋରାଚାଲାଣକୁ ରୋକିଛି । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି ।Continue Reading




