Home Articles posted by odadmin (Page 645)
Top Stories
By Dr Rama Chandra Behera Bhubaneswar, Oct. 19: The Odisha government is set to rename the ‘Ama Odisha Nabin Odisha’ scheme to ‘Bikashita Gaan  Bikashita Odisha,’ panchayati raj and drinking water minister Rabi Narayan Naik announced on Saturday. Speaking to reporters in Bhubaneswar, minister Naik explained, “The government will issue new guidelines within two days Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୯/୧୦ : କଲିକତା ଓ ଝାରସୁଗୁଡ଼ା ରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ ସୁନୀତା ଅଗ୍ରୱାଲା ୧୮ ଓ ୧୯ ରେ ମାରୁଆଡି କ୍ଳବ୍ ଠାରେ ମାରୁଆଡି ସମାଜ ପ୍ରାୟୋଜିତ ମର୍ମ ଚାପ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଡ ଅନଙ୍ଗ ଦ୍ବିବେଦୀ ଗତକାଲି ସକାଳ ବେଳ ରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ । ବହୁ ରୋଗୀ ଏହି ଶିବିର […]Continue Reading
Odisha News
ଭୁବନେଶ୍ୱର,୧୯/୧୦ : ୨୦୨୨ ବର୍ଷର ଓଡ଼ିଶ। ଲୋକ ସେବ। ଆୟୋଗ ଦ୍ୱ।ର। ପରିଚ।ଳିତ ଓଏଏସ୍‌ ଫଳ।ଫଳ ପ୍ରକ।ଶ ପ।ଇଛି । ମୋଟ୍‌ ୬୮୩ ଜଣ ପରୀକ୍ଷ।ର୍ଥୀ କୃତକ।ଣðý ହୋଇଛନ୍ତି । ଶ୍ୱେତ।ଶ୍ରୀ ମହ।ପ।ତ୍ର ଓଏଏସ୍‌ ପ୍ରଥମ ସ୍ଥ।ନ ଅଧିକ।ର କରିଛନ୍ତି ।ସେହିପରି ଦ୍ୱିତୀୟରେ ପ୍ରିଙ୍କିଲ ପରବୀନ ପରିଡ଼। ରହିଥିବ।ବେଳେ ତୃତୀୟ ସ୍ଥ।ନରେ ଦୀପ୍ତି ରଞ୍ଜନ ପତି ରହିଛନ୍ତି । ପ୍ରକ।ଶିତ ଫଳ।ଫଳରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ମହିଳ। ଓ ୫ ପୁରୁଷ ରହିଛନ୍ତି ।ସେହିପରି […]Continue Reading
Odisha News
ଗଞ୍ଜାମ, ୧୯/୧୦ : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୀପାବଳି ପୂର୍ବରୁ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି।ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ ଘର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର […]Continue Reading
Odisha News
ଭୁବନେଶ୍ୱର,୧୯/୧୦ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ୨୩, ୨୪ ଓ ୨୫ […]Continue Reading
National News
MAHARASTRA,OCT 19 : A week after NCP leader and former Maharashtra minister Baba Siddique was shot dead outside Zeeshan Siddique’s office, the Mumbai Police found an image of his son on the accused’s phone. The mastermind in the case used the social media application Snapchat to share Zeeshan’s image with the shooters, police stated, further […]Continue Reading
Odisha News
ରାଉରକେଲା,୧୯/୧୦ : ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର ସମସ୍ତଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ କପଡା ବାନ୍ଧି ଡକାୟତମାନେ ଲୁଟ୍ କରିଥିଲେ। ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ କ୍ୱାଟର ନମ୍ବର ଏଲ ୨୦୪/୧ରୁ ଡକାୟତି ହୋଇଥିଲା।ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୯/୧୦ :ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମେଡିକାଲ କର୍ମଚାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ବର୍ତ୍ତମାନ ପରିବାର ପକ୍ଷରୁ ଅଭିଯୋଗ ଯେ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ହୋଇଥିବା ବେଳେ ପେଟରେ କଣ ପାଇଁ ହେଇଛି ଅସ୍ତ୍ରପଚାର ? ଅନ୍ୟ ପକ୍ଷରେ ମେଡିକାଲ ରେ Continue Reading