ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୮/୧୨: ବି ଜେ ବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ ଗାଇଡ ତ୍ରୀଦିବସୀୟ କାମ୍ପୋରି ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି।ସକାଳ ୬.୩୦ ମି ସମୟରେ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ମୁଖ୍ୟ ତାଲିମ ଦାତା ପୀତବାସ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଓ ରମେଶ କୁମାର ବଳବନ୍ତରାୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।ଏହା ପରେ ସମସ୍ତ ଶିବିରାର୍ଥି ଏକତ୍ରିତ ହୋଇ ସର୍ବ ଧର୍ମ Continue Reading




