By Mahendra Darjee Balangir:-Balangir is a district In Western Odisha,faces significant challenges in tackling malnutrition,particularly among children and women of reproductive age.Despite ongoing government initiatives and interventions,the district continues to struggle with poor nutrition outcomes.UNICEF’s roundtable discussion seeks to address the underlying Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୬/୧୦ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର(ଡୁଡୁକା )ବ୍ଲକ ର ବକଟି ଦୁଗ୍ଧ ଶୀତଳକ କେନ୍ଦ୍ର ଅଧୀନରେ ଦୁଗ୍ଧ ଯୋଗାଣ କରୁଥିବା ସାନଟିକା ଦୁଗ୍ଧ ସମିତିର ସମ୍ପାଦକ ଲମ୍ବୋଦର ପଧାନ ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।ଲମ୍ବୋଦର ପଧାନ ଏକମାତ୍ର ଘରର ମୁଖ୍ୟ ଆୟ ଶ୍ରୋତକାରି ଥିଲେ।ବଲାଙ୍ଗୀର,କଳାହାଣ୍ଡି,ନୂଆପଡା ଜିଲ୍ଲା ଆଞ୍ଚଳିକ ଦୁଗ୍ଧ ସଙ୍ଘ(ଓମଫେଡ଼ )ଏବଂ ଦୁଗ୍ଧ ସମିତିର ସହାଭାଗିତାରେ କରାଯାଇଥିବା ବୀମା ରାଶି Continue Reading
ମୟୂରଭଞ୍ଜ, ୨୬/୧୦ : ଜିଏସ୍ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍ ଗାଡ଼ିକୁ ଅଟକ ରଖିଛି ପୁଲିସ୍। ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍ ଚାଲିଥିବା ବେଳେ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି।ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୧୦: ଗଜପତି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ଚଳିତ ଅକ୍ଟୋବର ୨୮ ରିଖ ଠାରୁ ନଭେମ୍ବର ୩ ରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ । ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଗଣେଶ ଚନ୍ଦ୍ର Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ବାଲିଗୁଡ଼ା , ୨୫/୧୦ : ଏନ୍କାଉଣ୍ଟରରେ କ୍ୟାଡର ନକ୍ସଲ ନିହତ। ଏଥିସହ ଇକ ୪୭ ଜବତ ହୋଇଛି। ମୃତ ନକ୍ସଲ KKBNଡିଭିଜନର। ଏପରି ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଛି।ବାଲିଗୁଡ଼ା ଥାନା ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏ ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍ରେ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ Continue Reading
ଜଳେଶ୍ୱର, ୨୫/୧୦ : ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ପଂଚାୟତର ଜଣେ ଦଶମ ଶ୍ରେଣୀ ଛାତ୍ର ଗତକାଲି ଠାରୁ ନଦୀରେ ବୁଡ଼ି ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ ଗଡ଼ସାହି ବାଲିଆପାଳ ଗାଁର ମନୋରଞ୍ଜନ ଦାସଙ୍କ ୧୫ବର୍ଷର ପୁଅ ସାହିଲ ଦାସ ।ଗତକାଲି ଅପରାହ୍ନ ୧ଟା ୩୦ ମିନିଟ ସମୟରେ ଗଡ଼ସାହି ବାଲିଆପାଳ ଗାଁ […]Continue Reading
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼ା, ୨୫/୧୦ : ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ ଶାଖାର ସଭାପତିଙ୍କ ସଭାପତିତ୍ୱରେ କିଛି ଦିନ ତଳେ ପଦ୍ମପୁର ପଞ୍ଚଯାତ ସମିତୀ ଅନ୍ତର୍ଗତ ଦୁଇ ଠିକାଦାରଙ୍କ ଦ୍ଵାରା କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରଶ୍ମିତା ଶବର ଏବଂ ତାଙ୍କ ସହଯୋଗୀ କନିଷ୍ଠ ଯନ୍ତ୍ରୀ ଇଂ ଅଶୋକ କୁମାର ଙ୍କ ସହ କୌଣସି ଏକ କାମ କୁ ନେଇ ମାନନ୍ତର ଘଟିଥିଲା ।ଆସୋସିଏସନ ଦ୍ଵାରା କୁହାଯାଇଛି ଯେ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା […]Continue Reading
ଓଡ଼ିଶା, ୨୫/୧୦ : ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ‘ ଦାନା ‘। ବାତ୍ୟାର ପ୍ରଭାବ କମିବା ଫଳରେ ପରିବେଶ ବର୍ତ୍ତମାନ ଶାନ୍ତ ରହିଛି। ଏହାସହିତ ‘ଦାନା ‘ ର ପ୍ରଭାବ ପଡ଼ିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ରାସ୍ତା ପରିଷ୍କାର କରିବା ସହିତ ପାଣିଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି।ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ […]Continue Reading
ଓଡ଼ିଶା, ୨୫/୧୦ : ‘ଆମେ ବାତ୍ୟା ‘ଦାନା’ର ସଫଳତାର ସହ ମୁକାବିଲା କରିଛୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ଥିଲା, ଆମେ ଏଥିରେ ସଫଳତା ହାସଲ କରିଛୁ। ଦଳଗତ ଭାବେ କାମ କରିବା ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଲା ଓ ଏହାର ସୁଫଳ ରାଜ୍ୟବାସୀ ପାଇଛନ୍ତି ।’ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆମେ ନିରବଚ୍ଛିନ ଭାବେ କାମ […]Continue Reading
NDRF, ODRAF, and Fire Services Brave Cyclone to lead rescue efforts Bhubaneswar, Oct. 25: The severe cyclonic storm Dana made landfall at Habalikhati Nature Camp near Bhitarkanika in Odisha’s Kendrapara district shortly after midnight on Thursday, unleashing powerful winds and heavy rain. The storm, which struck at 12:05 am., brought wind speeds of up to […]Continue Reading




