Home Articles posted by odadmin (Page 633)
Business News Top Stories
By Subrat Sarangi Angul, Nov 27: Jindal Asha, Angul, Odisha, the dedicated wing of Jindal Foundation for empowerment and education of Children with Special needs (divyang)  proudly hosted its 3rd Annual Sports Day on November 26th and 27th, 2024. The event celebrated the remarkable resilience, determination, and talents of its students, fostering inclusivity and Continue Reading
Odisha News
ଭୁବନେଶ୍ଵର,୨୭/୧୧ : ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।ଓୟୁଏଟି ପରିସରରେ କୃଷି ଶିକ୍ଷା ସଦନରେ ଗୃହ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏଥି ସହିତ ଶ୍ରୀ ମାଝୀ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମାସ ପୂର୍ବରୁ ରାଜ୍ୟ ସରକାର ୧୬,୦୦୯ ଜଣଙ୍କୁ Continue Reading
Odisha News
ଗଞ୍ଜାମ,୨୭/୧୧: ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଛି । ତାଙ୍କ ନିକଟରୁ ୧୨,୦୦୦ ଟଙ୍କା ଜବତ କରାଯାଇଛି । ସିଡିପିଓଙ୍କ ବିରୋଧରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛନ୍ତି ।ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଦରମା ମୁକ୍ତ କରିବାକୁ ଲାଞ୍ଚ ମାଗିଥିଲେ । ଏ ନେଇ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଭିଜିଲାନ୍ସକୁ ଜଣାଇଥିଲେ ।ପୂର୍ବ ଯୋଜନା Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ରାଜଧାନୀ ଭୁବନେଶ୍ୱରରେ ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଆସିଛି ଅଭିଯୋଗ । ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ତେବେ ପୁଲିସ ମାମଲାର ତଦନ୍ତ କରି ଶିଶୁଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିହାରର ଶୁବୋଧ ଶର୍ମା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ତାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି […]Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ରାସନ କାର୍ଡ ହିତାଧିକାରୀ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୃହର ବଡ଼ ସୂଚନା ଦେଇଛନ୍ତି । ଏକ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ କାର୍ଡ ସମ୍ପର୍କିତ ପଚାରିଥିବା ପ୍ରଶ୍ନର ଉତ୍ତରରେ […]Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ଆଜି ବିଧାନସଭାରେ ଉଠିଛି ଗନ୍ଧମାର୍ଦ୍ଦନ ଜମି ପ୍ରସଙ୍ଗ । ଆଉ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବିବୃତି ରଖିଚନ୍ତି ।ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । କିନ୍ତୁ ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆମ ସରକାର ଅନୁମତି ଦେବେନି । ସେମିତି କିଛି ହେଲେ ମୁଁ ଆପଣଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବି ।ଶୂନ୍ୟକାଳରେ ଆଦାନୀ ଜମି […]Continue Reading
Top Stories
By Chitta  Ranjan Pani KORAPUT, NOV 27 : During a transect walk for vegetation mapping in the Community Forest Resource (CFR) areas of Badapadar village, Nandapur block, Koraput district, Odisha, I encountered a place of immense historical and spiritual significance. Nestled in a sacred den lies a site revered by the local tribal community, deeply […]Continue Reading
Odisha News
ଭୁବନେଶ୍ୱର,୨୭/୧୧ : ବଙ୍ଗୋପସାଗରରେ ଡରାଇଲାଣି ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ସୂଚନା ଦିଆଯାଇଛି । ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ପେଙ୍ଗାଲ । ଆଜି ସାମୁଦ୍ରିକ ଝଡ଼ର ରୂପ ନେବ ଗଭୀର ଅବପାତ । କ୍ରମେ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୨୭/୧୧ : ୨୫ ନଂ ୱାର୍ଡ ବଢେଇ ସାହି ବାସ୍ତରି ମଠ ରେ ସ୍ୱର୍ଗତଃ ସମୀର ଦେ ଙ୍କ ଫଟୋ ଚିତ୍ରରେ ବହୁ ଲୋକେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ ।ପରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ବରଦା ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା । ବିଜେପି କଟକ ମହାନଗର ସଭାପତି ଲଲାଟେନ୍ଦୁ ବଡୁ ସମୀର ଦେ ଙ୍କ ସ୍ମୃତି ।ରଣ କରି ଆସନ୍ତା ୨ ରେ ଇଣ୍ଡୋର […]Continue Reading