Home Articles posted by odadmin (Page 614)
Odisha News
ଭଦ୍ରକ, ୧୫/୧୨ : ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯିବା ପରେ ଓଲଟି ପଡ଼ିଲା ଏକ ଯାତ୍ରୀବାହୀ ବସ୍‌। ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ବସ୍ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ।ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଅରୁପାନନ୍ଦ ନାମକ ଏହି ଘରୋଇ ବସ୍‌ଟି ଭଦ୍ରକରୁ ବନ୍ତ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ […]Continue Reading
Odisha News
ସୁନ୍ଦରଗଡ଼, ୧୫/୧୨ : ସୁନ୍ଦରଗଡ଼ ଜିଲ୍ଲା ତାମରା ରେଞ୍ଜର କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଦୁଇ ଜଣ ଛୁଆଙ୍କୁ ମାରି ଦେଇଛି ହାତୀ। ସେମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ। ପୁଅଟିକୁ ୧୨ ବର୍ଷ ହୋଇଥିଲା। ଝିଅଟିକୁ ୩ ବର୍ଷ ହୋଇଥିଲା।ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ଦେଇଥିଲା। ହାତୀ ଘର ଭାଙ୍ଗୁ ଥିବା ଦେଖି ପରିବାରର ସଦସ୍ୟମାନେ ଘର ବାହାରକୁ ଦୌଡ଼ି ପଳାଇ ଯାଇଥିଲେ।ପରିବାରର ଅନ୍ୟ ସଦସ୍ୟଙ୍କ […]Continue Reading
National News
BENGALURU, DEC 15 : Days after the tragic suicide of Bengaluru-based techie Atul Subhash, the Bengaluru police have arrested his estranged wife Nikita Singhania, her mother Nisha, and brother Anurag in connection with charges of abetment to suicide, IndianExpress reported on Sunday. Nikita was apprehended in Gurugram, Haryana, while Nisha and Anurag were taken into […]Continue Reading
Top Stories
By Manoj Jena Bhubaneswar, Dec 15: Pursuing to the vision of Sri Naveen Jindal , Chairman Jindal Steel & Power and Members of Parliament for propagation of natural farming across the Country ,  the Jindal Foundation, in collaboration with HDF-cDAR, launched an extensive Natural Farming and Millet Cultivation Project to empower farmers through eco-friendly farming […]Continue Reading
Odisha News
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୧୨ : ଆଜି ସ୍ଥାନୀୟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ ପାଳିତ ହେଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପ୍ରବନ୍ଧନ କମିଟି ସଦସ୍ୟ ଶ୍ରୀ ମାଧବ କୁମାର ଅଗ୍ରୱାଲା ଏବଂ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମେହେର, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ବିଶ୍ଵାଳ, ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଓ ମନୋଜ କୁମାର ପଶାୟତ […]Continue Reading
Odisha News
କଟକ,୧୪/୧୨: ଆଗକୁ ମକର ସଂକ୍ରାନ୍ତି। ଆରମ୍ଭ ହୋଇଯିବ ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି।ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି ଚରଣ ସିଂ ମୀନା କହିଛନ୍ତି। ଏପରିକି ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୧୨ : ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବାକୁ ପ୍ରଶାସନ ଅହରହ ପ୍ରୟାସ କରୁଛି,ଯାହାର ଉଦାହରଣ ଖୋର୍ଦ୍ଧା କ୍ୟାବିନ ଉଚ୍ଛେଦ ପ୍ରକ୍ରିୟା ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ସହରର ଆଭ୍ୟନ୍ତରୀଣ ବାସ୍ତବ ଚିତ୍ର କିଛି ଓଲଟା ଦର୍ଶାଉଛି।ସହରରେ ଏବେବି ଅନେକ ୱାଡ଼ରେ ପଡ଼ିରହୁଛି କୁଢ଼ କୁଢ଼ ଆବର୍ଜନା। କେତେକ ୱାଡ଼ରେ ଥିବା ଡ୍ରେନର ସ୍ଲାବ ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନ ଗୁଡିକ ମୁକୁଳା ପଡ଼ିଛି। Continue Reading
Odisha News
ମାଲକାନଗିରି,୧୪/୧୨: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ।ମୁଖ୍ୟମନ୍ତ୍ରୀ ପ୍ରଥମେ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କୃଷି ମେଳା ଉଦ୍‌ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି Continue Reading