Home Articles posted by odadmin (Page 610)
Business News Top Stories
By Subrat Sarangi Angul, Nov. 18: Shri Naveen Jindal, Hon’ble 3rd time Member of Parliament from Kurukshetra, Haryana, and Chairman of Jindal Steel & Power (JSP), inaugurated the Shramveer Palace at JSP’s Angul unit, Odisha. This 1056-bedded fully air-conditioned accommodation, equipped with world-class facilities, is a significant step in JSP’s mission to Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୮/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନ ରେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ତାଙ୍କୁ ସ୍ଵାଗତ କରିବା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନଦିଆ ସଙ୍କୀର୍ତନ ରେ ହରେ କୃଷ୍ଣ ହରେ ରାମ ନାମ ଧରି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୮/୧୧: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୮/୧୧ : ଓଡ଼ିଆ ଭାଷାକୁ ହିତକାରି ଓ ଅର୍ଥ କାରି କରିବା ପାଇଁ ନୂତନ ଯୋଜନା ସରକାର ଶୀଘ୍ର ଯୋଗ୍ୟ ବ୍ୟକ୍ତି ଙ୍କ ଦିଗ ଦର୍ଶନ ରେ ପ୍ରସ୍ତୁତ କଲେ ଓଡ଼ିଶା ଏକ ନମ୍ୱର୍ ରାଜ୍ୟ ହୋଇ ପାରିବ ବୋଲି ଗତକାଲି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ବୁଦ୍ଧିଜୀବୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।ବିଜେପି ସଭାପତି ମନମୋହନ ସ।ମଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଓଡ଼ିଆ ଭାଷା […]Continue Reading
Odisha News
କଟକ,୧୮/୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ମରଶରୀରକୁ ବିଧାନସଭା ଓ ସେଠାରୁୁ ଭାଜପା କାର୍ଯ୍ୟାଳୟ ନିଆଯିବ। ଭୁବନେଶ୍ୱରରୁ ପୁଣି କଟକ ପୈତୃକ ଘରକୁ ନିଆଯିବ। ପରେ ଖାନ୍ନଗର ମଶାଣି ନିଆଯାଇ ସେଠାର ଶେଷକୃତ୍ୟ କରାଯିବ।ସୂଚନାଯୋଗ୍ୟ, ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମତ୍ୟୁ ବେଳକୁ ତାଙ୍କୁ Continue Reading
Top Stories
 Nand Ghars: Modernised hubs for women and children’s holistic development By Subrat Sarangi  New Delhi: The Odisha government has entered into a memorandum of understanding (MoU) with the Anil Agarwal Foundation to upgrade 500 Anganwadi centers across Jharsuguda district.  The MoU, signed on Children’s Day between the Anil Agarwal Foundation and the Continue Reading
Top Stories
By Our Correspondent Bhubaneswar, Nov 18 : Odisha, one of India’s fastest-growing industrial states, is poised to become a leading hub for the plNovastic and packaging industry in the coming years, driven by a combination of abundant resources, strategic location, government support and increasing domestic demand. Announcing the forthcoming Expo“PROPACKODISHA-2024” Continue Reading
Odisha News
ବାଲେଶ୍ୱର,୧୮/୧୧ : ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତାହତ କେହି ହୋଇନାହାନ୍ତି।ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ Continue Reading