Home Articles posted by odadmin (Page 608)
Odisha News
ଭୁବନେଶ୍ୱର, ୨୧/୧୨ : ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ଭୁବନେଶ୍ୱର ପାଇଁ ୨୧ ଡିସେମ୍ବର ୨୦୨୪, ଶନିବାରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ରହିବ ।ଆଉ ତା ପରେ ସୂର୍ଯ୍ୟ ଅସ୍ତ ହୋଇଯିବେ । ଆଉ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ରବିବ ବୋଲି ମହାକାଶ […]Continue Reading
Odisha News
ମାଲକାନଗିରି, ୨୦/୧୨ : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର Continue Reading
Top Stories
By Our Correspondent Bhubaneswar, Dec 20 : The Odisha Assembly of Small and Medium Enterprises (OASME), in collaboration with the Ministry of Micro, Small and Medium Enterprises (MSME) and the National Institute for Micro, Small and Medium Enterprises (ni-msme), successfully commenced the International Conference on Growth and Optimism in MSME Business: A Global Context Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୧୨ : ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଲଣ୍ଡିବନ୍ଧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ବୌଦ୍ଧ ଜିଲ୍ଲା ଜେଲ୍ ର ମିଳିତ ସହଯୋଗରେ ଜେଲ୍ ଅନ୍ତୋବାସି ମାନଙ୍କର ଉନ୍ନତି ପାଇଁ ତା.୨୦-୧୧-୨୪ ରୁ ତା.୧୯-୧୨-୨୪ ରିଖ ପଯ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଟି ଚାଲିଥିଲା।ପ୍ରଶିକ୍ଷକ Continue Reading
Odisha News
ଭୁବନେଶ୍ୱର,୨୦/୧୨: ନୂଆ ବର୍ଷ ପାଳନ ସମୟରେ ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ରବାର ମନ୍ତ୍ରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଚେତାବନୀ ଦେଇଛନ୍ତି।ନୂତନ ବର୍ଷ ପାଳନ ପୂର୍ବରୁ ବାର ମାଲିକଙ୍କ ଉପରେ ନଜର ରଖିବା ସହ ମନ୍ତ୍ରୀ କହିଛନ୍ତି ଯେ ନୂତନ ବର୍ଷ ପାଳନ ସମୟରେ ଦୁଇଟି ପ୍ରମୁଖ ଜିନିଷ – ଅନୈତିକ କାର୍ଯ୍ୟକଳାପ ଏବଂ ବେଆଇନ ମଦ ବିକ୍ରି ଉପରେ ବିଭାଗ ଧ୍ୟାନ ଦେଉଛି।ହରିଚନ୍ଦନ Continue Reading
Top Stories
By Kambhu Dhar Khti Boudha,Dec 20 : BouToday i.e on 20.12.2024, a short while ago, Sri Krushna Chandra Sahu & Sri Adit Kumar Das both Textile Inspectors, O/o Asst. Director ,Textile, Boudh have been apprehended by Odisha Vigilance while each demanding and taking bribe of Rs. 5000/-(Rupees Five thousand) from a Complainant who happens to […]Continue Reading
Odisha News
ରାଉରକେଲା,୨୦/୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍‌ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସେକ୍ଟର-୩ ଥାନା ରାଉରକେଲା ହାଉସ୍ ଛକ ନିକଟରେ ବସ୍‌ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାବେଳେ ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡ଼ିଛି।Continue Reading
National News
JAIPUR, DEC 20 : Five people were killed and 37 sustained serious injuries after a truck hit a CNG tanker near Bhankrota on the Jaipur-Ajmer national highway on Friday morning. The incident took place at around 5.00 am in front of the Delhi Public School triggering widespread panic. Over 40 vehicles, including a sleeper bus […]Continue Reading