Home Articles posted by odadmin (Page 605)
Odisha News
କଟକ, ୨୩/୧୨ : ବହୁ ଶୀଘ୍ର ବାଦ ପଡିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପଦବୀ ପୂରଣ ହେବ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାରେ ଅନୁସାରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ସେନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ଅଶାୟୀଙ୍କୁ ନିଯୁକ୍ତି Continue Reading
Odisha News
ଭୁବନେଶ୍ୱର, ୨୩/୧୨ : ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବା ସହ କ୍ଷତି ସହିଛନ୍ତି ।ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ କଟାଠୁ ନେଇ ଅମଳ ସବୁ ପ୍ରଭାବିତ ହୋଇଛି । ତେବେ ୩ ଦିନ ଭିତରେ ଅଦିନିକିଆ ବର୍ଷାର କ୍ଷୟକ୍ଷତି ଆକଳନ ସରିବ । ଏ ନେଇ ସୋମବାର ସୂଚନା ଦେଇଛନ୍ତି ରାଜସ୍ୱ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ମନ୍ତ୍ରୀ କହିଛନ୍ତି, ତିନିରୁ ଚାରି […]Continue Reading
Odisha News
ଭୁବନେଶ୍ଵର, ୨୩/୧୨ : ରାଜଧାନୀ ଭୁବନେଶ୍ଵରର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।ଦଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ଯୁବତୀଙ୍କୁ ଏବେ ମୈତ୍ରୀ ବିହାର ଥାନାରେ ପଚରାଉଚରା କରାଯାଉଛି ।ନିଳାଦ୍ରୀ ବିହାର ଅଞ୍ଚଳର ଆଶିଷ ସିଂହ ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଲୁମ୍ବିନି ବିହାର ଅଞ୍ଚଳରେ ଏକ ଦୁଇ ଚକିଆ ଗାଡ଼ିରେ ଯାଉଥିଲେ Continue Reading
Odisha News
ଭୁବନେଶ୍ୱର, ୨୩/୧୨ : ଆସନ୍ତା ୨୪ ତାରିଖରୁ ପୁଣି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ବର୍ଷା ହୋଇଥିଲା । ଯାହା ଫଳରେ ଚାଷୀମାନଙ୍କର ଅମଳ ଫସଲ ନଷ୍ଟ ମଧ୍ୟ ହୋଇଥିଲା ।ଆସନ୍ତା ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, […]Continue Reading
Odisha News
ଭୁବନେଶ୍ୱର, ୨୩/୧୨ : ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ ଭୁବନେଶ୍ୱର । ଦିନ କି ରାତିରେ ଘରୁ ବାହାରିବ ଅସମ୍ଭବ ହୋଇପଡ଼ୁଛି । ବିଭିନ୍ନ ସମୟରେ ହତ୍ୟା, ଆକ୍ରମଣ, ଛିନତାଇ ଭଳି ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ଏକ ଅପହରଣ ଖବର ଆସିଛି ।ଦୁଇ ଜଣ ଯୁବକ ଯୁବତୀ ରାତିରେ ଯାଉଥିବା ସମୟରେ ଆକ୍ରମଣ କରି ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଯୁବତୀଙ୍କ ପୁରୁଷ ବନ୍ଧୁ ଆହତ ହୋଇଛନ୍ତି […]Continue Reading
National News
PILIBHIT, DEC 23 : Three terror suspects allegedly involved in a grenade attack in Gurdaspur were were killed in an encounter with a joint team of Uttar Pradesh and Punjab police in Pilibhit early Monday, with Punjab’s Director General of Police Gaurav Yadav terming it as a major breakthrough against Pakistan-sponsored Khalistan Zindabad Force module. […]Continue Reading
Odisha News
ବାଲେଶ୍ୱର, ୨୩/୧୨ : ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍‌ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି। ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ଏପରି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥତି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ଘଟିଛି।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୨୩/୧୨: ଭାରତ ବିଶ୍ବରେ ପଞ୍ଚମ ଶକ୍ତି ଭାବେ ସୁପରିଚିତ । ବୃହତ୍ତ ଶକ୍ତି କହିଲେ ବୁଝାଏ ସେହି ଦେଶର ସାମରିକ,ଆଣବିକ,ଅର୍ଥନୈତିକ ଓ ରାଜନୈତିକ ଶକ୍ତି କୁ ବୋଲି ବିଶିଷ୍ଟ ଅବସର ପ୍ରଶାସକ ବିବେକ ପଟ୍ଟନାୟକ ମତ ଦେଇଛନ୍ତି ।ଥିଙ୍କର୍ସ କ୍ଲବ ର ୧୦୯ ତମ ଆଭାଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଭାରତ ଓ ବୃହତ୍ତ୍ ଶକ୍ତି ବିଷୟରେ ତାଙ୍କର ନିଜସ୍ଵ ମତ ରଖି ଆଲୋଚନା କରିଥିଲେ ।ଡ ନନ୍ଦ […]Continue Reading