Home Articles posted by odadmin (Page 598)
Odisha News
ନୂଆଦିଲ୍ଲୀ, ୧/୧ : ନୂଆ ବର୍ଷର ପ୍ରଥମ କ୍ୟାବିନେଟ କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଡିଏପି ସାର ପ୍ରସ୍ତୁତକାରୀ କମ୍ପାନି ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସାର ପ୍ରସ୍ତୁତକାରୀ କମ୍ପାନିକୁ ମିଳୁଥିବା ସବସିଡି ବ୍ୟତୀତ ଏବେ ସରକାର ଆର୍ଥିକ ସହାୟତା ଦେବେ ।ଫଳରେ ଚାଷୀଙ୍କୁ ସାର କିଣିବା ବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ପୂର୍ବାପେକ୍ଷା କମ ଦାମରେ ଚାଷୀ ସାର କିଣି Continue Reading
Odisha News
ଗଞ୍ଜାମ, ୧/୧ : ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ସାଂଘାତିକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀରେ ଘଟିଛି।ଗତକାଲି ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ। ଉକ୍ତ ସମୟରେ […]Continue Reading
Odisha News
ଓଡ଼ିଶା, ୧/୧ : ଆସିଛି ନୂଆବର୍ଷ । ଉଇଁଛି ନୂଆ ବର୍ଷର ସୂର୍ଯ୍ୟ । ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିଛି ବର୍ଷ ୨୦୨୫। ବଦଳି ଯାଇଛି ବର୍ଷ ଓ କାନ୍ଥରୁ ହଟିଛି ପୁରୁଣା କ୍ୟାଲେଣ୍ଡର ।ସମୟର ଟିକଟିକ ଶଦ୍ଦ ସହ ସରିଯାଇଛି ବର୍ଷ ୨୦୨୪ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖରେ ପହଂଚିଛି ନୂଆ ବର୍ଷ । ଯାହାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ।ଶୀତୁଆ ରାତିରେ ଜିରୋ […]Continue Reading
Odisha News
ପୁରୀ, ୧/୧ : ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ। ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ଧାଡ଼ିରେ Continue Reading
Odisha News
ପୁରୀ, ୩୧/୧୨: ଆସନ୍ତାକାଲି ନୂଆ ବର୍ଷ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନ ଥିବା ଭିଡ଼ । ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଚତୁର୍ଦ୍ଧାମୂର୍ତ୍ତି ଜଲଦି ଶୋଇବେ ଆଉ ଜଲଦି ଉଠିବେ । ମଧ୍ୟରାତ୍ର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ମଙ୍ଗଳବାର-ବୁଧବାର ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ୱାର Continue Reading
Odisha News
ଭୁବନେଶ୍ୱର, ୩୧/୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ୭ ଦିନ ହେଲା ଜଣେ ଡାକ୍ତର ବେଶରେଆପ୍ରନ ପିନ୍ଧି ଷ୍ଟେଥୋସ୍କୋପ ପକାଇ ୱାର୍ଡ ବୁଲୁଥିଲେ। ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁ ନ ଥିଲେ।କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ଷ୍ଟାପଙ୍କ ଅଭିଯୋଗ ପରେ ଗିରଫ କଲା ମେଡିକାଲ ଫାଣ୍ଡି। ଗିରଫ ପୁରୀ ଏସ୍ସିଏ୍‌ସ କଲେଜ ଯୁକ୍ତ ୨ ବିଜ୍ଞାନ ଛାତ୍ର ବୋଲିସ ସୂଚନା ମିଳିଛି।Continue Reading
Odisha News
ଭୁବନେଶ୍ୱର,୩୧/୧୨ : ମଙ୍ଗଳବାର ରାଜ୍ୟ ସରକାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ୍ ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତ ଏଡିଜି (ADG) ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।ଆଇପିଏସ ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ ଆଇଜି( IG) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର ।୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର Continue Reading
National News
IMPHAL, DEC 31 : Manipur Chief Minister N Biren Singh on Tuesday apologised for the ethnic conflict in the state which claimed over 250 lives and rendered thousands homeless, and appealed to all communities to forget and forgive past mistakes and live together in a peaceful and prosperous state. Addressing reporters here, Singh claimed that […]Continue Reading
Odisha News
ଭୁବନେଶ୍ୱର, ୩୧/୧୨ : ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ନୂଆ ବର୍ଷ । ଚଳିତ ନୂଆବର୍ଷ ପାଳନ କରିବେ ନାହିଁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଏହି ନିଷ୍ପତ୍ତି ନେଇଛନ୍ତି ।ଏହା ସହିତ ଆସନ୍ତକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ […]Continue Reading
Odisha News
ଭୁବନେଶ୍ବର, ୩୧/୧୨ : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଅର୍ଥାତ ପୁଣି ଥରେ ଲୋକସେବା ଭବନ ଗେଟ୍‌ରେ ପ୍ରବେଶ କରି ପାରିବେ ସାମ୍ବାଦିକ । ଏଥିପାଇଁ ନୂଆ ସରକାର ଗ୍ରୀନ୍ ସିଗନାଲ ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ […]Continue Reading