Home Articles posted by odadmin (Page 594)
Odisha News
ଯାଜପୁର, ୪/୧: ରାଉରକେଲା ପରେ ଯାଜପୁରରେ ବନ୍ଧୁକ ମୁନରେ ଏକ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଛି । ଲୁଟ୍ ବେଳେ ଲୁଟେରାଙ୍କ ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।ମୃତକ ଜଣକ ହେଲେ ନୀଳମାଧବ ପଣ୍ଡା ଏବଂ ଗୁରୁତର ହେଲେ ସୁନୀଲ ରାୟ । ନୀଳମାଧବ ପଣ୍ଡା ବିଦ୍ୟୁତ ବିଭାଗର ଡ୍ରାଇଭର ହୋଇଥିବାବେଲେ ସୁନୀଲ ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାରର କର୍ମଚାରୀ ବୋଲି ଜଣାପଡ଼ିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, […]Continue Reading
National News
CHHATTISGARH, JAN 4 : The key accused in the murder of the Chhattisgarh journalist, whose body was recovered from a septic tank, has been identified as his own cousin. Ritesh Chandrakar was among three arrested for the murder of Mukesh Chandrakar, a 28-year-old journalist known for his hard-hitting investigative reports. Mukesh recently exposed alleged corruption […]Continue Reading
Odisha News
ଭୁବନେଶ୍ୱର, ୪/୧: କଲବଲ କରୁଛି ଶୀତ। ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ। ସକାଳ ୧୦ଟା ନ ହେଲେ ଘରୁ ବାହାରିହେଉନି । ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହରର ତାପମାତ୍ରା । ୭.୫ ଡିଗ୍ରୀ ସହ ଫୁଲବାଣୀ ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ।କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ, ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି […]Continue Reading
Odisha News
ଭୁବନେଶ୍ୱର, ୪/୧ : ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇନାହାନ୍ତି।ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା। କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ଏକାଥରକେ […]Continue Reading
Odisha News
ଜଗତସିଂହପୁର, ୪/୧ : ପୁଣି କାଳ ହେଲା ବାଣ ବିସ୍ଫୋରଣ। ଉଡ଼ିଗଲା ଘରର ଛାତ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ।ଗତକାଲି ରାତିରେ ଜଗତସିଂହପୁର ସଦର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୧ : ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦ୍ଵିତୀୟ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧଗଡ଼ ଏନ. ଏ. ସି. ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ Continue Reading