Home Articles posted by odadmin (Page 585)
Odisha News
କଟକ , ୧୦/୧୨ : ବଦଳିଛି ପାଗ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ।ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ ଏବଂ ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିବ। […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୯/୧୨: ପୌରପରିଷଦ ଅଧିନସ୍ଥ ଜଜାରସିଂହ ମୌଜ଼ା ର ଖାତା ନଂ -୧୧୦୬ ପ୍ଲଟ ନଂ-୨୬୮୬ ରେ ଥିବା ପୋଖରୀଟିକୁ ମହୋତ୍ସବ ଆୟୋଜନ ନାମରେ ପୋତିବାକୁ ଉଦ୍ୟମ ଜାରି ରଖିଥିବାବେଳେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଜଳାଶୟରୁ ପାଣିପମ୍ପ ଦ୍ୱାରା ପ୍ରାୟ ୬ ଫୁଟ ଗଭୀର ଥିବା ଜଳ ନିଷ୍କାସନ କରାଯାଇଛି।କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ପୁରାତନ ଜଳାଶୟଟିର ପୁନଃରୁଦ୍ଧାର କରିବା ପରିବର୍ତ୍ତେ Continue Reading
Odisha News
ଭୁବନେଶ୍ୱର, ୯/୧୨: ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଟିମ୍ ପୁଣି ଜଣେ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ନେବାବେଳେ ଧରିଛି । ସେ ହେଲେ ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ । ତାଙ୍କ ନାମ ହେଲା ଦେବଜାନୀ କର ।ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୨୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କଠାରୁ ନଗଦ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । କନିଷ୍ଠ କିରାଣୀ ଦେବଜାନୀଙ୍କର Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟ ଭଦ୍ରକ, ୯/୧୨ : ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ ମେସିନ୍ ଆଣିବାକୁ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ପୁଲିସ୍‌। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ ପୁଲିସ୍ ମହିଳା […]Continue Reading
Business News National News
NEW DELHI, DEC 9 : The government on Monday appointed Revenue Secretary Sanjay Malhotra as the 26th Governor of the Reserve Bank of India.The Appointments Committee of the Cabinet cleared Malhotra’s name, who has been appointed as the RBI Governor for three years, starting Wednesday. Malhotra, a 1990 Batch Rajasthan Cadre IAS Officer, will replace […]Continue Reading
Odisha News
ଭୁବନେଶ୍ୱର, ୯/୧୨: ଏବେ ସମ୍ପୂର୍ଣ୍ଣ ବିଶ୍ୱର ଯୁବପୀଢ଼ୀ ଅନଲାଇନ ଟ୍ରେଡିଂରେ ପାଗଳ । ଟ୍ରେଡିଂରେ ପଇସା ଲଗାଇ ରାତାରାତି ଧନୀ ହେବାର ନିଶା ଆଜିକାଲିର ଯୁବପୀଢ଼ୀ କିମିୟାଁ କରିଛି । କିନ୍ତୁ ଅନଲାଇନ ଟ୍ରେଡ଼ିଂର ମାୟା ଜାଲର ଶୀକାର ହୋଇଯାଉଛନ୍ତି ଲୋକ । ଫେକ୍ ଟ୍ରେଡ଼ିଂର ଶୀକାର ହୋଇଯାଉଛନ୍ତି ଲୋକେ ।ତେବେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ବଢ଼ିବାରେ ଲାଗିଛି । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ […]Continue Reading
Odisha News
ଭୁବନେଶ୍ୱର, ୯/୧୨ : ପୁଣି ଥରେ ପଦାରେ ପଡ଼ିଛି କଂଗ୍ରେସ କଳି । ଏଥର ବିଧାନସଭା ଗୃହ ଭିତରେ । ଅଧିବେଶନ ଚାଲିଥିବାବେଳେ ଦୁଇ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋ ଓ ସି ଏସ୍ ରାଜନ ଏକ୍କା ମଧ୍ୟରେ କଥାକଟି ହୋଇଥିବା ଦେଖିବାକୁ ମିଳିଥିଲେ । ତେବେ କଳିକୁ ତୁଟାଇବାକୁ ଅନ୍ୟ ବିଧାୟକଙ୍କୁ ହସକ୍ଷେପ କରିବାକୁ ପଡ଼ିଥିବା ଜଣାପଡ଼ିଛି ।ସୋମବାର ବିଧାନସଭା ଅଧିବେଶନ ଚାଲିଥିଲା । ଏହି ସମୟରେ ମୋହନା କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଓ […]Continue Reading
Social Media News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୯/୧୨ : ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସତ୍ୟ ଶିବ ସୁନ୍ଦର ଦାଶ, , ଅଧ୍ୟକ୍ଷା ଗୋପାମୁଦ୍ରା ମହାପାତ୍ର,ଉପାଧ୍ୟକ୍ଷ ଉତ୍ପଳ ମହାନ୍ତି ପ୍ରମୁଖ ଉଦଘାଟନ କରିଥିଲେ । ସମ୍ପାଦକ ଅରିଜିତ ଘୋସାଲଙ୍କ ସଂଯୋଜନାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ସଙ୍ଗୀତ ଜଗତର ଲୋକପ୍ରିୟ ଯୁବ ଗାୟକ ସତ୍ୟଜିତ , ସୁମଧୁର ଗୀତ ବେସ ଆକର୍ଷିତ କରିଥିଲା Continue Reading
Odisha News
ଭୁବନେଶ୍ୱର,୯/୧୨: ଭାଜପାରୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ ସୁଜିତ କୁମାର ନାମାଙ୍କନ ଭରିଛନ୍ତି ।ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ଭାଜପାରେ ମିଶିଥିଲେ।ନାମାଙ୍କନ Continue Reading