Home Articles posted by odadmin (Page 579)
Top Stories
By Subrat Sarangi Paradeep, Jan.18 : ArcelorMittal Nippon Steel India (AM/NS India) has conducted a full-scale mock drill to test its onsite emergency preparedness capabilities. As per the schedule of the District Crisis Group (DCG), Jagatsinghpur, the mock drill was conducted in the presence of government authorities, delegates from neighbouring industries, and emergency Continue Reading
Odisha News
ଭୁବନେଶ୍ବର, ୧୮/୧: ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍‌ଗେଟ୍‌ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ଧରାଯିବ। ସ୍ବୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ।ସେହିପରି ଦ୍ବିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର‌୍ୟ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି Continue Reading
Odisha News
କଳିଙ୍ଗନଗର,୧୮/୧ : ଯାଜପୁର ଜିଲା କଳିଙ୍ଗନଗର ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଶନିବାର ଏକ ଅଘଟଣ ଘଟିଛି। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସମ୍ପର୍କୀୟଙ୍କ ଦ୍ୱାରା ସ୍କୁଲ ଶିକ୍ଷକ ଅଟକ ଅଛନ୍ତି। ମୃତ ଛାତ୍ର ନୟା ବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁତ୍ର ସୋମ୍ୟରଞ୍ଜନ।ସେ ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି Continue Reading
Odisha News
ଭୁବନେଶ୍ୱର, ୧୮/୧: ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା । ଆୟକରଦାତା ରାସନ ହାତେଇଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ ଆସିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି Continue Reading
Odisha News
ସୁନ୍ଦରଗଡ଼, ୧୮/୧ : ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାର ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ଦୁଇଟି ମୃତ ଦେହ ମିଳିଥିବାବେଳେ ଅନ୍ୟ ଜଣକ ମୃତ ଦେହ ମିଳି ନାହିଁ । ତେବେ ମୃତ ଦେହକୁ ଚିହ୍ନଟ କରାଯାଇ ନାହିଁ । ନିଖୋଜ ଶ୍ରମିକମାନେ ହେଲେ ଦଶରଥ ପାତ୍ର, ରଞ୍ଜିତ ଭୋଳ ଓ ସୁଶାନ୍ତ ରାଉତ । ଶ୍ରମିକଙ୍କ ପରିବାରମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି ।ଗତ ୧୬ ତାରିଖ ଗୁରୁବାର […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି ।ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା\’ ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରିତି ନୀତି ଅନୁଯାଇ ପୂଜାର୍ଚ୍ଚନା ପୂର୍ବକ ମଶାଲ ପ୍ରଜ୍ଳଳନ କରି ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବା ପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୧ : ସାଧାରଣ ନିରୀହ ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଦୁର୍ନୀତି ମୁକ୍ତଶାସନ ର ସ୍ଲୋଗାନ ଦେଈ କ୍ଷମତାକୁ ଆସିଥିବା ବିଜେପି ହରଭଙ୍ଗା ମଣ୍ଡଳ ସଭାପତି ତଥା ହରଭଙ୍ଗା ବ୍ଲକ ଉପାଧକ୍ଷ କାହ୍ନୁ ଚରଣ ନାଥ ଚଞ୍ଚକତା କରିନିଜ କ୍ଷମତାର ଅପପ୍ରୟୋଗ କରି କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହତବାରିସୀ କରି ନିଜ ମା ପୁଷ୍ପଲତା ନାଥଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ Continue Reading
Business News Top Stories
By Subrat Sarangi Bhubaneswar, Jan. 17: Hindalco Industries Ltd., the flagship metals company of the Aditya Birla Group, has introduced electric vehicles (EVs) for transporting fly ash from its Aditya Aluminium plant in Odisha, marking a major step in its commitment to sustainability. Over the next five years, the plant will supply one million tonnes […]Continue Reading
Business News Top Stories
By Subrat Sarangi Bhubaneswar, Jan. 17: Naveen Jindal, the third-time Member of Parliament for Kurukshetra and chairman of Jindal Steel and Power (JSP), met with Odisha Chief Minister Mohan Charan Majhi on Thursday to discuss the progress of JSP’s ongoing projects in the state. The meeting, held at the Lok Seva Bhawan, highlighted the company’s […]Continue Reading