Home Articles posted by odadmin (Page 576)
National News
CHANDIGARH,JAN 21 : This year, the 13th Indo-Pak peace calendar by Aaghaz-e-Dosti features a painting of India’s Javelin star Neeraj Chopra’s mother with her hands draped across the shoulders of Neeraj and Pakistan’s Arshad Nadeem; the men had claimed the silver and gold medals respectively at the Paris Olympics 2024. A letter exchange program took […]Continue Reading
Odisha News
ଭୁବନେଶ୍ୱର, ୨୧/୧: ଆସନ୍ତା ଜାନୁଆରୀ ୨୬ରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ପ୍ରକାଶ ପାଇଛି ।ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଭାବରେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ କଟକରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ କାର‌୍ୟ୍ୟକ୍ରମରେ ଧ୍ୱଜାବତରଣ କରିବେ ।ସେହିପରି Continue Reading
Odisha News
ଭୁବନେଶ୍ୱର, ୨୧/୧: ଜାତୀୟ ଶିକ୍ଷା ନୀତିରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯିବା ଦରକାର । ଏଥିରେ ଓଡ଼ିଶାର ବୀର ଗାଥା, ଧର୍ମ ନିରପେକ୍ଷତା ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର, ଓଡ଼ିଆଙ୍କ ବୌଦ୍ଧିକ କ୍ଷମତା, ପଠାଣି ସାମନ୍ତଙ୍କ ଗଣିତ ଶିକ୍ଷାର ଶିକ୍ଷା ଦାନ ହେବା ଦରକାର ।ତେଣୁ ଆଗାମୀ ଏପ୍ରିଲ ମାସରେ ଏକ ଭଲ ଦିନ ସ୍ଥିର କରି ଶିଶୁ ବାଟିକା ଆରମ୍ଭ କରିବାକୁ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଜାତୀୟ Continue Reading
Odisha News
ଭୁବନେଶ୍ୱର,୨୧/୧: ‘ସୁଭଦ୍ରା’ ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି।ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ଟଙ୍କା ଦେବୁ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊଦ୍ଧର୍‌ବ ମହିଳାଙ୍କୁ ମିଳିବ ଟଙ୍କା।ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ Continue Reading
Odisha News
କୋରାପୁଟ,୨୧/୧: ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମଙ୍ଗଳବାର ସକାଳେ ଦୁଇ ମୃତ ଦେହ ଆଣି ବ୍ୟବଛେଦ ପାଇଁ ନନ୍ଦପୁର ସିଏଚସିକୁ ପଠାଇଥିବା ଜଣାଯାଇଛି। ମୃତକମାନେ ହେଲେ ଗେରୁପୁଟ Continue Reading
Odisha News
ନୂଆପଡ଼ା,୨୧/୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍‌ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି।ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୯ ରାତିରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେଶନ ଆରମ୍ଭ କରାଯାଇଥିଲା।ସୂଚନା ଅନୁଯାୟୀ, ଓଡ଼ିଶା ସୀମାଠାରୁ ପ୍ରାୟ ୫ କିଲୋମିଟର ଦୂର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧ : ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୬ଘଣ୍ଟା ୩୦ ମି.ସମୟରେ ସାଧାରଣତନ୍ତ୍ର ଦିବସର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ କିଭଳି ଭାବେ ଶାନ୍ତି ଶୃଙ୍ଖଳା ର ସହ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।ଏହି ବୈଠକ ରେ ଦିନ ତମାମ କାର୍ଯ୍ୟକ୍ରମ ନେଇ Continue Reading
Business News Top Stories
By Subrat Sarangi Bhubaneswar,  Jan. 20: Tata Power Renewable Energy Limited (TPREL), a leading player in India’s renewable energy sector and a subsidiary of Tata Power, has signed a Memorandum of Understanding (MoU) with the Odisha Renewable Energy Development Agency Limited (OREDA Limited), the state’s nodal agency for renewable energy, to accelerate rooftop solar Continue Reading
Top Stories
By Our Correspondent Bhubaneswar, Jan 20: Shri V.L. Kantha Rao, Secretary, Ministry of Mines accompanied by Mr. B. P. Singh, CMD, NALCO and Dr. K. Balasubramanian, Director, NFTDC Hyderabad visited CSIR-IMMT, Bhubaneswar and explored the R&D facilities, witnessing firsthand the innovative research and advancements in minerals and materials technology. During their Continue Reading