Home Articles posted by odadmin (Page 568)
Odisha News
କୋରାପୁଟ,୨୬/୧୨ : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଇଜଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ଇଜଓ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।କୋରାପୁଟ ଓ ଜୟପୁର ସମେତ ୮ଟି ସ୍ଥାନରେ ହୋଇଛି ଏକକାଳୀନ ଚଢାଉ। ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥିବା ଭଡା ଘରେ ଚାଲିଛି ରେଡ୍।ଏହାସହ ରନସପୁରରେ ପୈତୃକ ଘର, ବୋରିଗୁମ୍ମା ମାର୍କେଟ Continue Reading
Odisha News
ଓଡ଼ିଶା, ୨୬/୧୨ : ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷା କମିଲେ କୁହୁଡି ଓ ଶୀତର ମାତ୍ରା ବଢିବାର ସମ୍ଭାବନା ମଧ୍ୟ ରହିଛି। ରାଜ୍ୟରେ ଅଦିନିଆ ବର୍ଷା ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇସାରିଲାଣି।ଚାଷୀଙ୍କର ସୁନାର ଫସଲ ବର୍ଷାରେ ଧୋଇଯାଇଛି। ଆଜି ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ବର୍ଷା କମିବା ଫଳରେ ଘନ କୁହୁଡି ପାଇଁ ୮ଟି […]Continue Reading
Feature Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ ଖୋର୍ଦ୍ଧା, ୨୬/୧୨ : ପ୍ରତ୍ୟେକ ବର୍ଷ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜାତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ ଅଫ ଇଣ୍ଡିଆ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଜନସାଧାରଣରେ ଆଲୋଚନା କରିବା ପାଇଁ ସ୍ତିରକୃତ କରିଥାଏ।ଚଳିତ ବର୍ଷର ବିଷୟବସ୍ତୁ-” ଦି ଚେଞ୍ଜିଙ୍ଗ ନେଚର ଅଫ ପ୍ରେସ “ଏହାର ଓଡ଼ିଆ ଭାବାର୍ଥ ହେଉଛି ଗଣମାଧ୍ୟମର ପରିବର୍ତ୍ତନଶୀଳ ପ୍ରକୃତି ବା ରୂପ।ବିଗତ ଦୁଇ ଦଶନ୍ଧି ମଧ୍ୟରେ ସାରା ବିଶ୍ୱରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୧୨: ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ।ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀ ଙ୍କ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୂମ୍‌ଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ Continue Reading
Top Stories
By Swagatika Mohanty Bhubaneswar, Dec. 25: In a significant step towards launching a green hydrogen mobility project in Odisha, a tripartite agreement was signed among three state-owned agencies, an official announced on Tuesday. The agreement was finalised on Monday with the participation of Capital Region Urban Transport (CRUT) managing director Tirumala Nayak, Grid Continue Reading
National News
JAMMU/KASMIR, DEC 24 : Five soldiers died and five others sustained injuries after an Army vehicle veered off the road and fell into a gorge in the Balnoi area of Mendhar, Poonch district, Jammu and Kashmir, on Tuesday, officials said. The vehicle reportedly plunged into a gorge, approximately 300-350 feet deep. According to reports, police […]Continue Reading
Odisha News
ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପାରାଙ୍କ ଗୋଡ଼ରେ ଲାଗିଥିବା ବେଲ୍ଟରେ ବିଦେଶୀ ଭାଷା ଲେଖା ରହିଛି। ପାରାକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରି ପୋଲିସ ଛାନଭିନ ଆରମ୍ଭ କରିଛି।Continue Reading
Odisha News
ଭୁବନେଶ୍ୱର, ୨୪/୧୨ : ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ । ଏ ନେଇ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୦ ମସିହା ବେଳକୁ ସମସ୍ତେ ଠକେଇର ଶୀକାର ହୋଇଛନ୍ତି । ସେ ମଧ୍ୟ ଠକେଇର ଶୀକାର ହୋଇଥିଲେ । ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର […]Continue Reading
National News Sports News
NEW DELHI, DEC 24 : The International Cricket Council announced the full schedule for the Champions Trophy on Tuesday, December 24. The board announced the schedule for all the teams, including the venues where the games will be played. The ICC announced that Pakistan will host the tournament alongside the United Arab Emirates since the […]Continue Reading
Odisha News
ଭୁବନେଶ୍ୱର,୨୪/୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି।ବର୍ତ୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ ବର୍ଷାରେ ଧାନର ବିଲରେ ଗଜା ହୋଇଗଲାଣି। ଅନେକ ସ୍ଥାନରେ ମଣ୍ଡି ମାନଙ୍କରେ ମଧ୍ୟ ସମାନ ଅବସ୍ଥା। ଏହାକୁ ଦୃଷ୍ଟିରେ ରଖି ଧାନର ମାନ କମ୍ ଥିଲେ ବି କିଣିବାକୁ ଘୋଷଣା କରିଛନ୍ତି ସରକାର।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ”ବର୍ଷ କାରଣରୁ ‘ବର୍ଷା ପାଇଁ Continue Reading