Home Articles posted by odadmin (Page 562)
Odisha News
ପୁରୀ,୨/୧ : ଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି।ଗତକାଲି ପୁରୀକୁ ପ୍ରାୟ ୫ଲକ୍ଷରୁ ଅଧିକ […]Continue Reading
Odisha News
ସମ୍ବଲପୁର, ୨/୧: ସମ୍ବଲପୁର ସହର ମୋତିଝରଣ ଛକରେ ସରକାରୀ ଜମି ଉପରେ ଥିବା ଜବର ଦଖଲକାରୀକୁ ଉଚ୍ଛେଦ କରାଯାଉଛି । ରାସ୍ତା ସମ୍ପ୍ରସାରଣ ପାଇଁ ଜବର ଦଖଲକୁ ଉଚ୍ଛେଦ କରାଯାଉଛି ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି କରାଯାଇଛି । ମୋତିଝରଣ ଛକଠାରୁ ୨୦୦ ମିଟର ଅଞ୍ଚଳ ପର୍ଯ୍ୟନ୍ତ ଧାରା ଲାଗୁ କରାଯାଇଛି । ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଗୁରୁବାର ସକାଳ ୬ […]Continue Reading
Odisha News
ଭୁବନେଶ୍ୱର,୧/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଦେଓଗାଁ, ୧/୧: ଦେଓଗାଁ ବ୍ଲକ ଅଧୀନସ୍ଥ ବଗଡ଼ା ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ କୁନ୍ତେ ମେହେର ଅବସର ଗ୍ରହଣ କରିଛନ୍ତି।ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ତାଙ୍କୁ ଅବସର ଦିନ ହିଁ ପୂର୍ଣ୍ଣ (ଫାଇନାଲ)) ପେନସନ୍ ପ୍ରଦାନ କରାଯାଇପାରିଛି।ସରକାରଙ୍କ ନିୟମ ଅନୁସାରେ ଅବସର ନେବା ପୂର୍ବରୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥାଏ।ସେହି ନିୟମ ଅନୁଯାୟୀ ଶ୍ରୀଯୁକ୍ତ ମେହେର ତାଙ୍କର ସହକାରୀ ଶିକ୍ଷକଙ୍କୁ ଦାୟିତ୍ଵ ଅର୍ପଣ କରି Continue Reading
National News
LUCKNOW, JAN 1 : A 24-year-old man allegedly killed his four sisters and mother inside a hotel room here on Wednesday, claiming land-related harassment by some locals of his community in their hometown Agra, police said. The accused, Mohammad Arshad, was arrested shortly after the chilling incident which took place in the busy Naka area […]Continue Reading
Odisha News
ଭୁବନେଶ୍ୱର,୧/୧ : ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି।ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି।ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ Continue Reading
Odisha News
ନୂଆଦିଲ୍ଲୀ, ୧/୧ : ନୂଆ ବର୍ଷର ପ୍ରଥମ କ୍ୟାବିନେଟ କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଡିଏପି ସାର ପ୍ରସ୍ତୁତକାରୀ କମ୍ପାନି ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସାର ପ୍ରସ୍ତୁତକାରୀ କମ୍ପାନିକୁ ମିଳୁଥିବା ସବସିଡି ବ୍ୟତୀତ ଏବେ ସରକାର ଆର୍ଥିକ ସହାୟତା ଦେବେ ।ଫଳରେ ଚାଷୀଙ୍କୁ ସାର କିଣିବା ବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ପୂର୍ବାପେକ୍ଷା କମ ଦାମରେ ଚାଷୀ ସାର କିଣି Continue Reading
Odisha News
ଗଞ୍ଜାମ, ୧/୧ : ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ସାଂଘାତିକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀରେ ଘଟିଛି।ଗତକାଲି ଗଣ୍ଡାପଲ୍ଲୀ ଓଡ଼ିଆରପି କୋଲନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ। ଉକ୍ତ ସମୟରେ […]Continue Reading
Odisha News
ଓଡ଼ିଶା, ୧/୧ : ଆସିଛି ନୂଆବର୍ଷ । ଉଇଁଛି ନୂଆ ବର୍ଷର ସୂର୍ଯ୍ୟ । ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିଛି ବର୍ଷ ୨୦୨୫। ବଦଳି ଯାଇଛି ବର୍ଷ ଓ କାନ୍ଥରୁ ହଟିଛି ପୁରୁଣା କ୍ୟାଲେଣ୍ଡର ।ସମୟର ଟିକଟିକ ଶଦ୍ଦ ସହ ସରିଯାଇଛି ବର୍ଷ ୨୦୨୪ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖରେ ପହଂଚିଛି ନୂଆ ବର୍ଷ । ଯାହାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ।ଶୀତୁଆ ରାତିରେ ଜିରୋ […]Continue Reading