କଳାହାଣ୍ଡି, ୯/୧: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର […]Continue Reading




