Home Articles posted by odadmin (Page 526)
Top Stories
By Subrat Sarangi Bhubaneswar, Feb 2 : “The Union Budget sets a bold course for an ‘Atmanirbhar Bharat’, demonstrating the Government’s commitment to sustainable growth under the Viksit Bharat@2047 agenda. With ₹11.21 lakh crore allocated for capital expenditure, the focus on infrastructure will stimulate growth, especially in the steel sector. Actual spending Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୨/୨: ସମ୍ବିଧାନ କୁ ଆମେ ସମ୍ମାନ ଜଣାଇଲେ ଗଣତନ୍ତ୍ର ଅଧିକ ମଜବୁତ୍ ହେବ । ସାଧାରଣ ଲୋକେ କିପରି ସମ୍ବିଧାନ ବିଷୟରେ ଯେପରି ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ବିଜେପି ର ସମ୍ବିଧାନ ଗୌରବ ଅଭିଯାନ ର ମୂଳ ଲକ୍ଷ୍ୟ ।ତାହାକୁ ସାକାର ରୂପ ଦେବା ପାଇଁ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ କଟକ ଶାଖା ତରଫରୁ ଆଭାସୀ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ।ବିଶିଷ୍ଟ ରାଜନୀତି ବିଜ୍ଞାନ […]Continue Reading
Odisha News
ଭୁୁବନେଶ୍ୱର, ୨/୨: ଫେବୃଆରୀ ୮ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ପୂର୍ବରୁ ହିତାଧିକାରୀ ଫେବୃଆରୀ ୩ ଓ ୪ ତାରିଖରେ ବ୍ୟାଙ୍କରେ ଏନପିସିଆଇ ଚେକ୍ କରି ପାରିବେ । ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ।ଚତୁର୍ଥ ପର୍ଯ୍ୟାୟରେ ଏକ କୋଟି ଟପିପାରେ Continue Reading
Odisha News
ଭୁବନେଶ୍ବର, ୨/୨ : ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ଆଜି ପବିତ୍ର ଶ୍ରୀପଞ୍ଚମୀ ଓ ସରସ୍ଵତୀ ପୂଜା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା Continue Reading
Top Stories
Dr. Phani Mohanty, a celebrated Kendriya Sahitya Akademi and Odisha Sahitya Akademi awardee, has gifted literature lovers a masterpiece in the form of Priyatama. This iconic work transcends linguistic boundaries, having been translated into multiple languages, including English, Hindi, Marathi, Bengali, Gujarati, and Nepali, among others. Through Priyatama, Dr. Mohanty Continue Reading
Top Stories
“The Union Budget sets a bold course for an ‘Atmanirbhar Bharat’, demonstrating the Government’s commitment to sustainable growth under the Viksit Bharat@2047 agenda. With ₹11.21 lakh crore allocated for capital expenditure, the focus on infrastructure will stimulate growth, especially in the steel sector. Actual spending from the committed outlay within the Continue Reading
Top Stories
Dr. Sabyasachi Swain performs the highly complex procedure By Mahendra Kumar Darjee Bolangir, Feb. 1: In a remarkable display of surgical expertise, Dr. Sabyasachi Swain on Saturday, February 01, 2025, led a successful and highly complex procedure at Swaraj Hospital, Bolangir, today. The patient, critically injured in a severe accident, underwent a rare pubic symphysis Continue Reading
Odisha News
ମାଲକାନଗିରି, ୧/୨: ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଓଡ଼ିଶା-ଛତିଶଗଡ଼ର ସୀମାରେ ସୁରକ୍ଷା ବାହିନୀ ସ୍ୱତନ୍ତ୍ର ଅଭିଯାନରେ ଟଳିଛନ୍ତି ୮ ଜଣ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି ।ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ର ଯବାନମାନେ ମିଳିତ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଭୁବନେଶ୍ୱର, ୧/୨: ଶ୍ରୀ ବିଜନ କୁମାର ଜେନା ଆଜି ତା୦୧-୦୨-୨୦୨୫ ରିଖରେ ନିର୍ବାହୀ ଯନ୍ତ୍ରୀ ଭାବରେ ସର୍ବୋଚ୍ଚ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ନିର୍ମାଣସୌଧ ଭୁବନେଶ୍ୱର ରେ ଯୋଗଦାନ କଲେ।ଏହା ପୂର୍ବରୁ ସେ ଏନ ଏଚ ବିଭାଗ ର ଡେପୁଟି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି।ପରେ ସେ ଏକଜିକ୍ୟୁଟିଭ ଇଞ୍ଜିନିୟର ଭଳି ଦାୟିତ୍ବବାନ ପଦବୀ କୁ ପଦୋନ୍ନତୀ Continue Reading
Odisha News
ଯାଜପୁର,୧/୨ : ଯାଜପୁର ଜିଲା ସୁକିନ୍ଦା ଥାନାରେ କାର‌୍ୟ୍ୟରତ ପୋଲିସ ଏସ୍‌ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଏସ୍‌ଆଇଙ୍କୁ କାବୁ କରି ନେଇଥିଲା।ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ଏକ ଟିମ୍ ଯୋଜନା Continue Reading