କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୨ :ଶୁକ୍ରବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଜେଲରେ ଥିବା ବନ୍ଦୀ ମାନଙ୍କୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ।ଶ୍ରୀ ଦାଶ ସେଠାରେ ବନ୍ଦୀ ମାନଙ୍କୁ ଦିଆ ଯାଉଥିବା ଦୁଇଟି ବ୍ୟାଚର ତାଲିମ କାର୍ଯ୍ୟମକୁ ପରିଦର୍ଶନ କରିବା ସହ ତାଲିମ୍ ପୁସ୍ତକ ବଣ୍ଟନ କରିଥିଲେ ।ତା ସହିତ ତାଲିମ୍ ନେଉଥିବା ବନ୍ଦୀ ମାନଙ୍କ Continue Reading
ଯାଜପୁର,୮/୨: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ।ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି। ଯାଜପୁରରେ ଆଯୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି।ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି।ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ।ଏହାସହ Continue Reading
ଭୁୁବନେଶ୍ୱର, ୮/୨: ଅଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତମ ମହାନ୍ତି ଭେଣ୍ଟିଲେଟରେ ଥିବା ନେଇ ସୂଚନା ମିଳିଛି । ତେବେ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।ସୂଚନା ଅନୁଯାୟୀ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ନିଆଯାଇପାରେ । ବର୍ତ୍ତମାନ ପଟିଆ […]Continue Reading
ଭୁବନେଶ୍ୱର,୮/୨: ଗତକାଲି ସନ୍ଧ୍ୟାରେ କ୍ୟାବିନେଟରେ୧୧ ଟି ବିଷୟରେ ଆଲୋଚନା ହେବା ସହ ଏହି ପ୍ରସ୍ତାବରେ ମୋହର ବାଜିଛି। ଏଥିରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପେନସନ୍ ସ୍କିମ୍ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି Continue Reading
ପୁରୀ, ୭/୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ। କଡ଼ା ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି Continue Reading
NEW DELHI,FEB 8 : The Bharatiya Janata Party (BJP) has taken a comfortable lead over the ruling Aam Aadmi Party (AAP) in early trends, as counting began at 8am on Saturday for Delhi’s 70-seat assembly.The AAP, in power since 2013, seeks a fourth consecutive term, while the BJP, which last won the capital in 1993, […]Continue Reading
By Subrat Sarangi Berhampur, Feb.7 : Promoting green energy and sustainable living, TP Southern Odisha Distribution Limited (TPSODL) has introduced a certificate course titled ‘Household Solar Champions’ to equip youth with essential skills in solar energy solutions. The inaugural session was conducted at Nalabanta Old Panchayat Bhavan in Aska, Ganjam. This initiative Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୭/୨ : ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି।ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା ଦେବାସହ ସମସ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ।ଏହାପରେ ସେମାନେ ବସ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଥିଲେ।ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର,ଅତିରିକ୍ତ ଜିଲ୍ଲାପାଳ ଡ଼। ବିଜୟାନନ୍ଦ ସେଠୀ ସବୁଜ ପତାକା Continue Reading
By Subrat Sarangi Ahmedabad, Feb 7 : In a recent ruling, the Gujarat High Court dismissed a contempt application filed against ArcelorMittal Nippon Steel India Ltd. The court not only rejected the application but also imposed costs on the petitioner, signaling a strong stance against unwarranted legal actions.The contempt application was initiated by the Gujarat […]Continue Reading
NEW DELHI,FEB 7 : The central government on Friday announced that the authorities in the United States have identified another 487 illegal Indian migrants living in the country, who are set to be deported soon. Addressing a press conference, Foreign Secretary, Vikram Misri said that America has notified New Delhi about “487 presumed Indian nationals” […]Continue Reading




