Home Articles posted by odadmin (Page 517)
Odisha News
ଭୁବନେଶ୍ୱର,୧୧/୨ : ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି।ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ତେବେ ପିସିସି ସଭାପତି ହେବା ପରେଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୧୧/୨: ଗାୟତ୍ରୀ ମନ୍ତ୍ର ରୁକ୍ ବେଦର ଅନ୍ତର୍ଗତ । ମନନ ତ୍ରାୟତି ଇତି ମନ୍ତ୍ର । ମଣିଷ ଭାଗ୍ୟ ନିର୍ମାଣ କରିବାର ସୂତ୍ର ମନ୍ତ୍ର ।ବେଦ ମନ୍ତ୍ର ୨୪ ଅକ୍ଷର ମାତ୍ର ଗାୟତ୍ରୀ ମନ୍ତ୍ର ୨୯ ଅକ୍ଷର । ଏହି ମନ୍ତ୍ର ଦ୍ଵାରା ବିଶ୍ଵ ବ୍ରହ୍ମାଣ୍ଡ ର ପ୍ରାଣ ସୂର୍ଯ୍ୟଙ୍କୁ ଉପାସନା କରାଯାଏ ।ଏହା କୁ ଉଚ୍ଚାରଣ କଲେ ଶରୀର କୋଷ ଉପରେ ପ୍ରଭାବ ପଡେ ଓ ପାପ ବିନାଶ କରେ ବୋଲି […]Continue Reading
Odisha News
ପୁରୀ, ୧୧/୨ : ପଞ୍ଜିକା ସମନ୍ଵୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିବା ସହିତ ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି ।ସେହିପରି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି Continue Reading
Odisha News
ଭୁବନେଶ୍ବର, ୧୧/୨: ରାଜଧାନୀରେ ଏକ ଫ୍ଲାଏ ଓଭର କାମ ଆମ୍ଭ ହେବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, ସରକାର ଏହି ପ୍ରକଳ୍ପକୁ ଅନୁମତି ଦେଇ ସାରିଛନ୍ତି। ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ। ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ […]Continue Reading
Odisha News
ଭୁବନେଶ୍ୱର,୧୧/୨ : ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ମହିଳା କମିଶନ କ୍ଷମତାହୀନ । କମିଶନଙ୍କ ଅଧିକାର ସମନ୍ କରିବା, ଡାକିବା, ଏବଂ ଦଣ୍ଡିତ କରିବା ।ମାତ୍ର ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି ।କମିଶନଙ୍କର ପୋଲିସ ପାୱାର ବିନା କୌଣସି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ ।ମହିଳା […]Continue Reading
National News
NEW DELHI, FEB 10 : Popular YouTuber and podcaster Ranveer Allahbadia (also known by his internet moniker ‘BeerBiceps’) finds himself in a centre of a storm after he made a “filthy” joke during comedian Samay Raina’s show India’s Got Latent. The Assam Police on Monday filed a case against Ranveer, among other influencers, for allegedly […]Continue Reading
Bollywood National News
LUCKNOW, FEB 10 : Former Bollywood actress Mamta Kulkarni relinquished her title of Mahamandaleshwar following controversy and internal conflicts. Previously, seers criticised the anointment of Kulkarni as Mahamandaleshwar of Kinnar Akhara, a subsidiary of Juna Akhara, referring to her past in the film industry. The Akhara had expelled Kulkarni and her mentor Dr Laxmi Continue Reading
Odisha News
ଭୁବନେଶ୍ୱର, ୧୦/୨ : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ହେବାକୁ ଯାଉଛି ମହିଳା ଜନଶୁଣାଣୀ କାର‌୍ୟ୍ୟକ୍ରମ । ଭୁବନେଶ୍ୱର ମହାନଗର ନିଗମର ଏକାମ୍ର ହଲରେ ଏହି କାର୍ଯ୍ୟକ୍ରମ କରାଯିବ ।ଏଥିରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ଯେଉଁମାନେ ସମସ୍ୟାରେ ପୀଡ଼ିତ ସେମାନେ ଏହି ମହିଳା ଜନ ଶୁଣାଣିକୁ ଆସି ସେମାନଙ୍କ ସମସ୍ୟା ଜଣାଇପାରିବେ । ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୦/୨: ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଛି। ଫେବୃଆରୀ ୬ରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏନଓଡିଏଲ୍) ପକ୍ଷରୁ ସେଠାରେ ସ୍ୱତନ୍ତ୍ର ଷ୍ଟଲ୍ ର ବ୍ୟବସ୍ଥା କରାଯାଇଥିଲା।ଷ୍ଟଲରେ ଉପଭୋକ୍ତାମାନଙ୍କୁ ବୈଦ୍ୟୁତିକ ସେବା ସମ୍ପର୍କିତ ସୂଚନା ଓ ସହାୟତା ପ୍ରଦାନ କରାଯିବା ସହ ଟିପିଏନଓଡିଏଲର Continue Reading