Home Articles posted by odadmin (Page 509)
Odisha News
ଭୁବନେଶ୍ୱର,୨୦/୨ : ବିଧାନସଭାରେ ମହାନଦୀ ପ୍ରସଙ୍ଗଙ୍କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବିଧାନସଭା ପ୍ରଶ୍ନକାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ ।ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ଉତ୍ତର ରଖିଛନ୍ତି ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ Continue Reading
Odisha News
ସମ୍ବଲପୁର,୨୦/୨: ସମ୍ବଲପୁରରୁ ଆସୁଛି ବଡ଼ ଖବର। Burla Medical College ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ବୁର୍ଲା ପୁଲିସ।ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବୁର୍ଲା Vimsarରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ବୁର୍ଲାର Continue Reading
Top Stories
By Our Correspondent Bhubaneswar, Feb 20 :  The 2nd National Thermal Spray Conference & Expo (NTSC 2025) is set to be a landmark event in the field of thermal spray technology and surface engineering. Organized by the CSIR-Institute of Minerals & Materials Technology (CSIR-IMMT) and the Indian Thermal Spray Association (ITSA), this prestigious event will […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ବୁଧବାର ଅପରାନ୍ହ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା +୨ ପରୀକ୍ଷା ଓ ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।+୨ କଳାରେ ୧୫ ଗୋଟି ପରୀକ୍ଷା କେନ୍ଦ୍ରରେ ୩୭୩୩ ଛାତ୍ରଛାତ୍ରୀ ଓ ବିଜ୍ଞାନର ଦୁଇଟି ପରୀକ୍ଷା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ କରାଯାଉ ନାହିଁ। ଉତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। Continue Reading
National News
KARNATAKA, FEB 19 : The Karnataka Lokayukta gave a clean chit to Chief Minister Siddaramaiah, his wife, and two others in the Mysore Urban Development Authority (Muda) site allocation case, with the anti-corruption watchdog set to submit a B-report citing lack of evidenceThe investigation concluded that the allegations were civil in nature and did not […]Continue Reading
Odisha News
ଭୁବନେଶ୍ୱର, ୧୯/୨: ଭୂତ ହିତାଧିକାରୀ ଖାଉଥିଲେ ରାସନ୍ ଚାଉଳ । ରାଜ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନକାର୍ଡ । ଇ-କେୱାଇସି ସଂଯୋଗୀକରଣ ପରେ ଏମିତି ତଥ୍ୟ ସାମ୍ନାକୁ ଆସିଛି । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ସେ ନେଇ ଯୋଗାଣ ବିଭାଗକୁ […]Continue Reading