Home Articles posted by odadmin (Page 497)
Odisha News
ଭୁବନେଶ୍ୱର,୫/୩: ରାଜ୍ୟରେ ରାଜ୍ୟର ୩ ପ୍ରମୁଖ ସହରରେ ବନ୍ଦ ରହିଥିବା ପୌର ନିର୍ବାଚନ ପୁଣି ଥରେ ଆଶା ବଢ଼ିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ହେବ ପୌର ନିର୍ବାଚନ । ହାଇକୋର୍ଟଙ୍କ ଶୁଣାଣି ଶେଷ ହେବା ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଗତ ୧୧ ବର୍ଷ ହେଲା ରାଜ୍ୟର ଦୁଇ ପ୍ରମୁଖ ସହର ସମ୍ବଲପୁର ଏବଂ ରାଉରକେଲାରେ ପୌର ନିର୍ବାଚନ ବନ୍ଦ ରହିଛି […]Continue Reading
Odisha News
ଭୁବନେଶ୍ୱର,୪/୩: ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ରାଜ୍ୟର ସବୁ ସ୍କୁଲ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା। ତେବେ ଚଳିତବର୍ଷ ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । Continue Reading
Uncategorized
BY AKSHYA ROUT JAJPUR, MAR 4 : With the active support and cooperation of Odisha Chief Minister Mohan Charan, Dharmasala MLA  Himanshu Shekhar Sahu on Monday launched supply of drinking water to various gram panchayats through 72 tankers.  On the eve of 2024 assembly polls, Mr Sahu had promised to provide drinking water to all […]Continue Reading
Odisha News
ଦୁବାଇ,୪/୩: ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍‌। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ବଡ଼ ସଫଳତା ହାସଲ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ୍ ମୁକାବିଲାରେ ପରାଜିତ କରିଛି।ଟିମ୍ ଇଣ୍ଡିଆ ପକ୍ଷରୁ ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ। ସେମିଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୩ : ରବିବାର ଦିବା ୧୧ ଘଣ୍ଟା ସମୟରେ ନିୟନ୍ତ୍ରିତ ବଜାର କମିଟି ପରିଚାଳିତ ବୌଦ୍ଧ ସ୍ଥିତ ଆଦର୍ଶ କୃଷି ବଜାର ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ପ୍ରବୀଣ କୁମାର ବାଣୁଆ ।କୃଷି ବଜାରକୁ ଆସିଥିବା ଚାଷୀ ମାନଙ୍କ ସହ ଶ୍ରୀ ବାଣୁଆ କୃଷି ବଜାର ର ଆନୁଷଙ୍ଗିକ ସ୍ଥିତି, ବ୍ୟବସାୟ ରୁ ମିଳୁଥିବା ଲାଭ,ବାହାର କୁ ମାର୍କେଟିଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୩ : ରବିବାର ଦିବା ୧୧ ଘଟିକା ସମୟରେ ବୌଦ୍ଧ ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସ୍ବାଗତ ଭାଷଣ ଦେବା ସହ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନ ମୂ ଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ।ଜିଲ୍ଲାର Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୪/୩ : ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ । ବିଦ୍ୟୁତ ବଣ୍ଟନ ର ଘରୋଇ କରଣ ହୋଇଛି ।ଏ ଦିଗରେ ବିଶେଷ ଆଭାସି ଆଲୋଚନା ଥିଙ୍କର୍ସ କ୍ଳବ୍ ୧୧୩ ତମ ଅଧିବେଶନ ରେ ଅନୁଷ୍ଠିତ ହୋଇଥିଲା । ଇ ବିଜୟ ଚନ୍ଦ୍ର ଜେନା ବିଶଦ ଭାବେ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ଉପରେ ଆଲୋଚନା କରିଥିଲେ ।ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର ,୪/୩ : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୪/୩: ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡ଼ିଏଲ) ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଜେ.ଏନ ଟାଟାଙ୍କ ଜନ୍ମ ଜୟନ୍ତୀ ଅବସରରେ ନୈତିକତା ସପ୍ତାହ ୨୪ ଫେବୃଆରୀରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି।ନୈତିକତା ସପ୍ତାହ ଅବସରରେ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ପୋଷ୍ଟର ପ୍ରସ୍ତୁତି, ସ୍ଲୋଗାନ୍, କୁଇଜ୍ ଆଦି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୪/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ପକ୍ଷରୁ ଲାଇନମେନ ଦିବସ ମହାସମାରୋହରେ ପାଳିତ ହୋଇଛି।ଟିପିଏନଓଡିଏଲ ସିଇଓ ଦ୍ଵିଜଦାସ ବସାକଙ୍କ ପୌରୋହିତ୍ୟରେ ଲାଇନମେନ ଦିବସ ବାଲେଶ୍ବର ଠାରେ ପାଳିତ ହୋଇଥିବାବେଳେ ଜଳେଶ୍ଵରରେ କମର୍ସିଆଲ ମୁଖ୍ୟ ଜୟଦୀପ ରୟ, ଯୋଡ଼ାରେ ଅପରେସନ ମୁଖ୍ୟ ନୀଲେଶ ପୋଟଫଡେ, ସୋରରେ ଇଞ୍ଜିନିୟର ଇନ ଚିଫ୍ ଶରତ ଚନ୍ଦ୍ର Continue Reading