Home Articles posted by odadmin (Page 491)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ ,୧୦/୩ : ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ଯ୍ୟାତନା। ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରୁ ନେତା ଏବଂ କର୍ମୀମାନେ ଏକ ବିରାଟ ରାଲିରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ ନେତାମାନେ ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ନାରୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/୪ : ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଲଲ୍ଲଙ୍କ ଆନ୍ଦୋଳନ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳତ୍କାର ପ୍ରତିବାଦରେ ଖୋରଧା ଜିଲ୍ଲା କଂଗ୍ରେସ ସଭାପତିରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋରଧା ନୂଆ ବସ୍‌ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ Continue Reading
Top Stories
By Subrat Sarangi Bhubaneswar, Mar 10: Four gymnasts of Odisha AM/NS India Gymnastics High Performance Centre (HPC) are representing Team India in the prestigious FIG Apparatus World Cup 2025 series.Tapan Mohanty and Tapeswarnath Dasare representing India in the Senior Men Artistic Gymnastics (MAG) category while Pranati Nayak and Karishma Rajputare representingin the Continue Reading
Odisha News
ଭୁବନେଶ୍ୱର, ୧୦/୩ : ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର ।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା […]Continue Reading
National News
CHENNAI, MAR 10 : After Union Education Minister Dharmendra Pradhan kicked up another controversy in the Lok Sabha on Monday by calling Tamil Nadu MPs as “uncivilised” and “undemocratic”, Tamil Nadu Chief Minister and DMK president MK Stalin, in a statement, warned the Union minister to control his tongue and not behave as if he […]Continue Reading
Odisha News
ଭୁବନେଶ୍ୱର,୧୦/୩ : ସୋମବାର ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟରେ ପ୍ରକାଶ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ (ସାଂସଦ) ଏବଂ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ବିରୋଧରେ ଫୌଜଦାରୀ ମାମଲା ସଂଖ୍ୟାକୁ ପ୍ରକାଶ କରିଛି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଦାନ କରିଥିବା ଲିଖିତ ଉତ୍ତର ଅନୁଯାୟୀ, ପୂର୍ବତନ ଏବଂ ବର୍ତ୍ତମାନର ସାଂସଦଙ୍କ ବିରୋଧରେ ମୋଟ ୨୨ଟି ମାମଲା ରୁଜୁ ହୋଇଛି, Continue Reading
Top Stories
By Our Correspondent Bhubaneswar/ Tikiri, March 10 : Aditya Alumina Refinery, Kansariguda, a unit of Hindalco Industries Limited of Aditya Birla Group has successfully launched a flagship Project named “KAUSHAL’’ on 8th March 2025 at Phuljoba.  The project is a pioneering skill development initiative aimed at enhancing employability among local youth. Under this Continue Reading
Odisha News
ଭଦ୍ରକ, ୧୦/୩: ଆକ୍ସନ ମୋଡ଼ରେ ଭଦ୍ରକ ଜିଲ୍ଲାପାଳ ଓ ଏସପି । ବିଳମ୍ବିତ ରାତିରେ ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ଚଢ଼ାଉ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ହାଇୱା ଓ ଜେସିବି ଜବତ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳ କୌଣସି ବିଶେଷ ସୂତ୍ରରୁ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଖବର ପାଇଥିଲେ ।ଏନେଇ ଭଦ୍ରକ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୩ : ଆଗଲପୁର (ଡୁଡୁକା ) ବ୍ଲକ ମୁରଶୁଣ୍ଡ ରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ ହୋଇଯାଇଛି।ମୁରଶୁଣ୍ଡ ସରପଞ୍ଚ ରଥି ସାହୁ ଅତିଥି ଭାବରେ ଯୋଗଦେଇ ନୂତନ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ।ରିଜିଓନାଳ ମ୍ୟାନେଜର ବିକାଶ ଭାରତୀ ଓ ବେନ୍ଦ୍ରା ବ୍ରାଞ୍ଚ ମ୍ୟାନେଜର ବୃନ୍ଦାବନ ପ୍ରଧାନ ଆସିଷ୍ଟାଣ୍ଟ ମେନେଜର ଜ୍ୟୋତିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।ଅଂଚଳବାସୀଙ୍କୁ ହାତ ପାହାନ୍ତା ରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ Continue Reading