Home Articles posted by odadmin (Page 487)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୧୩/୩ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଚଳିତ ମାସ ମାର୍ଚ୍ଚ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ପରିପ୍ରେକ୍ଷୀରେ ମଶାଲ ଓ ମାସ୍କଟ ର ଶୁଭାରମ୍ଭ ହୋଇଛି ।ଆଦିମ ଜନଜାତି କୂଟିଆ ଆଦିବାସୀ ମାନଙ୍କ ଉତ୍ପତ୍ତି ସ୍ଥଳ ତୁମୁଡିବନ୍ଧ ବ୍ଲକ ର ଗୁମା ପଞ୍ଚାୟତ କ୍ରଞ୍ଜା ନିକଟ ଜଙ୍ଗଲ ମଧ୍ୟରେ ରହିଥିବା ସପାଙ୍ଗଡା ରୁ ପୂଜା ପାଠ ହୋଇ […]Continue Reading
Odisha News
ଭୁବନେଶ୍ୱର,୧୩/୩ : ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ସୂଚନା ଅନୁସାରେ , ରାଜ୍ୟରେ ବି.ଇଡି ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ହୋଇଛି । ଆସିବ ନୂଆ କୋର୍ସ ITEP (Intigreted teacher education programme) ।ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ Continue Reading
Top Stories
By Our Correspondent Bhubaneswar, Mar 13 : The Council of Scientific and Industrial Research (CSIR), through its constituent laboratory, the Institute of Minerals and Materials Technology (CSIR IMMT), has signed a research and development agreement with Australia’s national science agency, CSIRO, to investigate the recovery of titanium dioxide from titanium minerals and Continue Reading
Odisha News
କଟକ,୧୩/୩: ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏନେଇ ଙଚଝଉ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ଜଣ ଛାତ୍ରୀ ଥିବା ଜଣାପଡିଛି। ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି।Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୩/୩: ସଦର ମହକୁମାସ୍ଥିତ କୋଶଲ କଳା ମଣ୍ଡଳ ପଡିଆ ରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ର ମିଳିତ ଆନୁକୂଲ୍ୟ ରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ […]Continue Reading
Odisha News
ଭୁବନେଶ୍ୱର , ୧୩/୩ : ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଗିରଫ ହୋଇଥିବାଗୁରୁବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ରାଜା ଗିରଫ ହୋଇଛନ୍ତି।କେନ୍ଦୁଝର ଜିଲା ଗନ୍ଧମାର୍ଦ୍ଦନ ଖଣି ଅର୍ଥ ହେରଫେର ମାମଲାରେ ଜଡ଼ିତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ର ଓ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୩ : ଵୁ ଧବାର ଦିନ ଦିବା ଘ.୧୧.୩୦ ମି. ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିଭାଗ ଅଧିନସ୍ଥ ସମନ୍ବିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟେକ ସ୍କିମର ସମୀକ୍ଷା ବୈଠକ ଜ଼ିଲ୍ଲାପାଳ, Continue Reading
Odisha News
ଭୁବନେଶ୍ୱର, ୧୩/୩: ରାଜ୍ୟର ସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଲାଣି । ତାତି ଓ ଗୁଳୁଗୁଳି ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଜିଠୁ ୪ ଦିନ ପାଇଁ ରାଜ୍ୟରେ ହିଟୱେଭ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ତାତି ଓ ଗୁଳୁଗୁଳି ଏତେ ଅସହ୍ୟ ହୋଇଗଲାଣି ଯେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । […]Continue Reading
Top Stories
By Subrat Sarangi Bhubaneswar, Mar 13 : ArcelorMittal Nippon Steel India (AM/NS India) celebrated International Women’s Day with great enthusiasm across its operational locations in Odisha. This year the organisation’s campaign aligned with the global theme ‘Accelerate Action’, which emphasises the importance of taking swift and decisive steps to achieve gender Continue Reading
Business News Top Stories
By Ipsita Das Burla, March 13: In order to make the power supply system of Sambalpur city more robust and reliable, TPWODL has laid an alternative new 33 kV underground cable line of 38 MW from OPTCL grid at Ganeshnagar, Sambalpur to Anithapali Primary Substation (PSS) as an alternative power supply to that area, which […]Continue Reading