By Swagatika Das Bhubaneswar, April 17: In a significant stride for wildlife conservation, seven adult gharials (Gavialis gangeticus) were released into the Mahanadi River gorge at Satkosia in Odisha on Wednesday, a government official said on Thursday. The release, part of the state’s ongoing Gharial Recovery Programme, took place at Sunakhani Ghat in the presence […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୪:- ଆଜି ସକାଳ ଘ.୯.୩୦ ମିନିଟ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଜ୍ରପାତ ସତର୍କତା ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ବୌଦ୍ଧ ଜିଲ୍ଲାରେ ବଜ୍ରପାତର ହାର ଓ ଧନ ଜୀବନ କ୍ଷୟକ୍ଷତି ପ୍ରତିବର୍ଷ ଘଟୁ ଥିବା ହେତୁ ସେଥିରୁ ରକ୍ଷା ପାଇବାର ଉପାୟ ଓ ସତର୍କତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ Continue Reading
By Akshya Rout Jajpur, Apr 17 : Dharmasala MLA turned 40 on Thursday .Odisha Chief Minister Mohan Charan Majhi extended warm birthday wishes to Dharmasala MLA Himanshu sekhar Sahoo on Thursday . Cm Wrote: “Greetings to the hardworking MLA , Himanshu sekhar Sahoo on his birthday. A grassroots leader, he has been at the forefront […]Continue Reading
By Subrat Sarangi Keonjhar, April 17: ArcelorMittal Nippon Steel India (AM/NS India)laid foundation stone for construction of the Gandhamardan Apparel Unit in Jatra village, Banspal block, Keonjhar under its CSR initiative Project ‘Nirman’. This upcoming Apparel Unit will provide enhanced livelihood opportunities to the Gandhamardan Apparel Farmer Production Company Continue Reading
ଭୁବନେଶ୍ୱର,୧୭/୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି।ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାସହ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଗଡ଼କରୀ। ପୁରୀ-ଭୁବନେଶ୍ୱର ରାସ୍ତା ୬ ଲେନ୍ ହେବ ବୋଲି ବଡ଼ ସୂଚନା ଦିଆଯାଇଛି।ଭୁବନେଶ୍ବର ବରମୁଣ୍ଡା Continue Reading
ଭୁବନେଶ୍ୱର, ୧୭/୪ : ରାଜ୍ୟ ପୋଲିସ କର୍ମଚାରୀଙ୍କ ପାଇଁ ଶୁଭ ଗୁରୁବାର ହୋଇଛି । କଥା ଦେଇ କଥା ରଖିଛନ୍ତି ମୋହନ ସରକାର ।ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିବା ସହିତ ବିଭିନ୍ନ ପଦବୀରେ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅନୁମୋଦନ ଦେଇଛନ୍ତି ।ସେହିପରି ମୁଖ୍ୟମନ୍ତ୍ରୀ ପୋଲିସ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି Continue Reading
ଭୁବନେଶ୍ବର, ୧୭/୪ : ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନବମ ଥର ପାଇଁ ଦଳୀୟ ସଭାପତି ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୯ ତାରିଖ ଶନିବାର ବିଧିବଦ୍ଧ ଭାବେ ଦଳୀୟ ସଭାପତିଙ୍କ ନାମ ଘୋଷଣା ହେବ।ଏହି ଅବସରରେ ନବୀନ କହିଛନ୍ତି, ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ। ମୋର ତାଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଏକ […]Continue Reading
ଭୁବନେଶ୍ୱର, ୧୭/୪ : ଆଜି ହେଉଛି ଓଡ଼ିଶାର ବର ପୁତ୍ର ତଥା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ । ଏଥିପାଇଁ ବିଭିନ୍ନସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ତିଳତର୍ପଣ କରାଯାଇଛି । ଗୁରୁବାର ସକାଳେ ବିଜେଡ଼ିର ବହୁ ନେତାମାନେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।ବିନ୍ଦୁ ସାଗର କୂଳରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି । ବିଜେଡ଼ି Continue Reading
ଚୌଦ୍ୱାର , ୧୭/୪ : ପୁଲିସ ଉଭୟଙ୍କୁ ଗୁରୁବାର ଧରିବାକୁ ଯାଇଥିବାବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ।କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୪ : ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ଶିଶୁ ବିକ୍ରି ଚାଞ୍ଚଲ୍ୟ ସୃଷ୍ଟି କରିଛି।ନବଜାତ ଶିଶୁ କୁ ଅନ୍ୟ ହାତରେ ଟେକି ଦେଇଥିବା ଘଟଣା ସାରା ଅଂଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତ ଅନ୍ତର୍ଗତ କର୍ଲା ଗ୍ରାମର କଳାକର ଭୋଇ ଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖ ଦିନ ବଲାଙ୍ଗିର ଜିଲା ଭୀମଭୋଇ ମେଡ଼ିକାଲ ରେ ଦୁଇ ଜାଆଁଲା ଶିଶୁକନ୍ୟାକୁ […]Continue Reading




