Home Articles posted by odadmin (Page 481)
Odisha News
ମାଲକାନଗିରି , ୧୯/୪ : ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନରେ ନୂତନ ନିୟମ ପ୍ରଣୟନ କରିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ସହ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ ହେବ ସେହି ପଞ୍ଚାୟତକୁ ସରକାର ଏକ କୋଟି ଟଂକାର ସହାୟତା କରିବେ।ଏହି କ୍ରମରେ ଛତିଶଗଡର ସୁକମା ଜିଲ୍ଲାର ବଡେସେଟି ଗ୍ରାମ ପଞ୍ଚାୟତ ପ୍ରଥମ କରି ନକ୍ସଲ ମୁକ୍ତ ହୋଇଛି। ଏହି […]Continue Reading
National News
MAHARASTRA, APR 19 : In a significant political development that could reshape Maharashtra’s political landscape, Shiv Sena (UBT) chief Uddhav Thackeray on Saturday expressed his willingness to join forces with his estranged cousin, Raj Thackeray, the leader of Maharashtra Navnirman Sena (MNS). This move comes as Maharashtra prepares for the Brihanmumbai Municipal Continue Reading
Odisha News
ଭୁବନେଶ୍ୱର, ୧୯/୪ : ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ ରାଜ୍ୟ ସରକାର ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ , ଆସନ୍ତା ଏପ୍ରିଲ ୨୪ରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ପୁରୀ ଠାରେ ପଞ୍ଚାୟତିରାଜ୍ ଦିବସ […]Continue Reading
Odisha News
ଭୁବନେଶ୍ୱର,୧୯/୪: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶନିବାର ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।୭୦ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି। ତାଙ୍କର କିଡନୀ ଜନିତ ସମସ୍ୟା ଯୋଗୁ ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ। ସେ ଅନେକ ଖବର କାଗଜ ସଂସ୍ଥା ସହ […]Continue Reading
Odisha News
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୯/୪ : ନୟାଗଡ ପୋଲିସ ନିଖୋଜ ଶିଶୁ ଏବଂ ମଣିଷ ଉଦ୍ଧାର ମାମଲାରେ ସର୍ବଦା ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ଚେଷ୍ଟା କରିଛି।ଏହିପରି ମାମଲାଗୁଡ଼ିକର ସର୍ବାଧିକ ଚିହ୍ନଟ ସୁନିଶ୍ଚିତ କରିବା ପାଇଁ ଆମର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ, ନିୟମିତ ସ୍ୱତନ୍ତ୍ର ଅଭିଯାନ ପରିଚାଳନା କରାଯାଏ ।ଯାହା ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ମାମଲା ଚିହ୍ନଟ ଏବଂ ଉଦ୍ଧାର କରାଯାଇଛି। ନୟାଗଡ ପୋଲିସ ଦ୍ୱାରା ବର୍ତ୍ତମାନ Continue Reading
Odisha News
ମମତା ମହାପାତ୍ରଙ୍କ ରିପୋର୍ଟଓଡ଼଼ିଶା, ୧୯/୪ : ଗତ ତେର ତାରିଖ ଯେତେବେଳେ ସାରା ରାଜଧାନୀରେ “ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ” ଅତି ଯାକଜମକରେ ପାଳନ କରାଯାଉଥିଲା, ସେତେବେଳେ ମୁଁ କିନ୍ତୁ ଚାଲିଯାଇଥିଲି ସହରର ଅନତିଦୂରରେ ଥିବା ମୋର ପ୍ରିୟ ଗାଁ ପାଖକୁ।ଗାଁ ଘରକୁ ଲାଗି ମୋର “ଫାର୍ମ ହାଉସ ” ରୁ ନଡ଼ିଆଗଛ ଚଢ଼ାଳିକୁ ଲଗାଇ ନଡ଼ିଆ ପାରିବା ଓ ଗଛ ଛାଇ ତଳେ ବସି ପଇଡ଼ପାଣି ପିଇବା ସଙ୍ଗେ ସଙ୍ଗେ ତାର ସୁମିଷ୍ଟ ନାଳି ବାହାର […]Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡା/ଚନ୍ଦ୍ରପୁରୁ,୧୮/୪: ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ହୁନୁମନ୍ତପୁରୁ ଖେଳପଡିଆ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଦୁଇ ବାଇକ୍ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁରୁ କୁ ଚିକିତ୍ସା ନିମନ୍ତେ ଚନ୍ଦ୍ରପୁରୁ ଡାକ୍ତର ସ୍ଥାନାନ୍ତରୀତ କରିଥିବା ସୁଚନା ମିଳିଛି।ଘଟଣାରୁ ପ୍ରକାଶ ଆଜି ସକାଳ ପ୍ରାୟ ୧୦ସମୟରେ ଚନ୍ଦ୍ରପୁରୁ ବ୍ଲକ ବିଜାପୁରୁ ପଞ୍ଚାୟତ ଖିଲୁଣ୍ଡି ଗ୍ରାମର ମିଲି ପାଡଗଣ୍ଡା ଓ Continue Reading
Odisha News
ଭୁବନେଶ୍ୱର, ୧୮/୪: ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୧ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ସମେତ ପ୍ରାୟ ୧୫ଟି ଜିଲାରେ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ବର୍ଷା ହେବ। ଆଇଏମଡି ଦ୍ୱାରା ମାଲକାନଗିରି ଏବଂ କୋରପୁଟରେ ୟେଲୋ ଆଲର୍ଟ ଜାରି […]Continue Reading