Home Articles posted by odadmin (Page 441)
Odisha News
ପୁରୀ,୨୬/୫: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ପାଇଁ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ପ୍ରଶାସନ ସଜାଗ ହୋଇଉଠିଛି। ରଥଯାତ୍ରା କିପରି ସୁରୁଖୁରୁରେ ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।ଅନ୍ୟପକ୍ଷେ ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରିବାକୁ ନେଇ Continue Reading
Odisha News
ପୁରୀ, ୨୬/୫ : ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ତଥା ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ପୁଲିସ ସୋମବାର ମାମଲା ରୁଜୁ କରିଛି । ତେଇସିପୁରର ମହିଳା ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଏନଏସ୍ ଧାରା-୭୫ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୋଗରେ ସତ୍ୟତା ନାହିଁ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଅକ୍ଟୋବର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ, ୨୬/୫ : ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌। ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିକଟରେ ଏହି ଘଟଣା ଘଟିଛି। କୌଣସି କାରଣରୁ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଛି। ଫଳରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି।ଏହି ଘଟଣାରେ ନିର୍ମାଣାଧୀନ ଟନେଲରେ କେହି ଶ୍ରମିକ ଫସି ନାହାନ୍ତି। ପୂର୍ବତଟ ରେଳବାଇ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଗର୍ତ୍ତ ସୃଷ୍ଟି ହୋଇଥିଲେ ବି କେହି ଆହତ ହୋଇ ନାହାନ୍ତି Continue Reading
Odisha News
ପୁରୀ,୨୬/୫: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, ଘଊଇ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଅନ୍ୟପକ୍ଷେ ରଥଯାତ୍ରା ପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ରଥଖଳାରେ ମହାରଣା ସେବାୟତ ମାନେ ରଥ ନିର୍ମାଣ Continue Reading
National News
MUMBAI, MAY 26 : As heavy rains and thunderstorms wreaked havoc in different parts of Maharashtra, the India Meteorological Department (IMD) has issued a red alert for Mumbai and neighbouring districts of Thane, Raigad, and Ratnagiri, predicting “extremely heavy rainfall and thunderstorms with lightning and gusty winds at isolated places.” The IMD had earlier issued […]Continue Reading
Odisha News
ମମତା ମହାପାତ୍ରଙ୍କ ରିପୋର୍ଟକୁଏତ, ୨୬/୫ : ଗତ ଶୁକ୍ରବାର – ୨୩- ମଇ ତାରିଖରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ର ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜନ ହୋଇ ଯାଇଛି।ଉଦ୍ଘାଠନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୬/୫ : ଖବର ସଂଗ୍ରହ ବେଳେ ବଡ ଖବର ର ସାମ୍ବାଦିକ ବିଜୟ ପଧାନ ଙ୍କୁ ଠିକାଦାର ଙ୍କ ଭଡ଼ାଟିଆ ଗୁଣ୍ଡା ଙ୍କ ଅତର୍କିତ ଆକ୍ରମଣ ରେ ଲହୁଲୁହାନ ହୋଇଯାଇଥିଲେ।ତାଙ୍କ ହାତ ଗୋଡ ବାନ୍ଧି ଗ୍ରାମ ମଝି ରେ କଙ୍ଗାରୁ କୋର୍ଟ କରି ମନ୍ଦିର ରେ ଶପଥ କରାଇ,ଆଗକୁ ଏ ସମ୍ପର୍କରେ ନିଉଜ୍ଜ୍ କଲେ ତାଙ୍କୁ ତଥା ତାଙ୍କ ପରିବାର କୁ ଜୀବନରେ ମାରିବା ପାଇଁ ଧମକ ଦେଇଥଲେ।ଏହାର ପ୍ରତିବାଦ ରେ […]Continue Reading
Odisha News
ଭୁବନେଶ୍ୱର, ୨୬/୫ : ୨୭ ତାରିଖକୁ ଆସୁଛି ଲଘୁଚାପ । ଲଘୁଚାପ ସୃଷ୍ଟି ହେବାର ୨ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ସାତ ଦିନ ପର‌୍ୟ୍ୟନ୍ତ ଭାରି ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ । ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ […]Continue Reading
National News
NEW DELHI, MAY 26 : All-party delegations of Indian MPs on Sunday met leaders across the world to convey India’s new approach to tackling cross-border terrorism amid heightened tensions with Pakistan. The delegations, visiting countries including the United States, Bahrain, Qatar, South Korea and Slovenia, are briefing their counterparts on New Delhi’s message: terrorism Continue Reading